or_tw/bible/names/nineveh.md

1.9 KiB
Raw Permalink Blame History

ନୀନିବୀ, ନୀନିବୀୟ

ସତ୍ୟ ଘଟଣାବଳୀ:

ନିନୀବୀ ଅଶୂରୀୟ ସାମ୍ରାଜ୍ୟର ରାଜଧାନୀ ଥିଲା I ଜଣେ  ”ନୀନିବୀୟ” ବ୍ୟକ୍ତି ସିଏ ଅଟନ୍ତି ଯିଏ ନୀନିବୀରେ ବାସ କରନ୍ତି I

  • ଈଶ୍ଵର ନୀନିବୀର ଲୋକମାନଙ୍କୁ ସେମାନଙ୍କର ଦୁଷ୍ଟ ମାର୍ଗରୁ ବିମୁଖ ହେବାକୁ ଚେତାବନୀ ଦେବା ପାଇଁ ଯୂନସ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ପଠାଇଲେ। ଲୋକମାନେ ହିଂସାତ୍ମକ କାର୍ଯ୍ୟ ବନ୍ଦ କଲେ ଏବଂ ସେହି ସମୟରେ ଈଶ୍ଵର ସେମାନଙ୍କୁ ବିନାଶ କଲେ ନାହିଁ I
  • ଭବିଷ୍ୟ‌ଦ୍‌ବକ୍ତା ନାହୂମ ଏବଂ ସଫନୀୟ ଉଭୟ ଭବିଷ୍ୟବାଣୀ କରିଥିଲେ ଯେ ନୀନିବୀଙ୍କୁ ସେମାନଙ୍କର ପାପ ପାଇଁ ନ୍ୟାୟ ଈଶ୍ଵର ଧ୍ୱଂସ କରିବେ I

(ନାମଗୁଡ଼ିକ କିପରି ଅନୁବାଦ କରାଯିବ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଅଶୂରୀୟଯୂନସମନପରିବର୍ତ୍ତନଫେରିବା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H5210, G35350, G35360