or_tw/bible/names/jonah.md

2.9 KiB
Raw Permalink Blame History

ଯୂନସ

ପରିଭାଷା:

ଯୂନସ ପୁରାତନ ନିୟମରେ ଜଣେ ଏବ୍ରୀୟ ଭବିଷ୍ୟଦ୍‍ବକ୍ତା ଥିଲେ I

  • ଯୂନସଙ୍କ ପୁସ୍ତକ ସେହି ସମୟର ଘଟିଥିବା କାହାଣୀ ବିଷୟରେ ବର୍ଣ୍ଣନା କରେ ଯେତେବେଳେ ଈଶ୍ଵର ଯୂନସଙ୍କୁ ନୀନିବୀର ଲୋକମାନଙ୍କୁ ପ୍ରଚାର କରିବାକୁ ପଠାଇଲେ I
  • ଯୂନସ ନୀନିବୀକୁ ଯିବାକୁ ମନା କରିଦେଲେ ଏବଂ ତର୍ଶୀଶ ଅଭିମୁଖେ ଯାଉଥିବା ଏକ ଜାହାଜରେ ଚଡ଼ିଲେ I
  • ଈଶ୍ଵର ସେହି ଯାହାଜରେ ଏକ  ପ୍ରବଳ ତୋଫାନକୁ ପଠାଇଲେ I
  • ଯୂନସ ଜାହାଜରେ ଥିବା ଲୋକମାନଙ୍କୁ କହିଲେ ଯେ ସେ ଈଶ୍ଵରଙ୍କଠାରୁ ଦୂରେଇ ଯାଉଛନ୍ତି ଏବଂ ତାହାଙ୍କୁ  ସମୁଦ୍ରରେ ନିକ୍ଷେପ କରିବାକୁ ସେ ସେମାନଙ୍କୁ ପରାମର୍ଶ ଦେଲେ I ଯେତେବେଳେ ସେମାନେ ତାହା କଲେ, ତୋଫାନ ସ୍ଥିର ହେଲା ଏବଂ ନାବିକମାନେ ଯିହୋବାଙ୍କୁ ବଳି ଉତ୍ସର୍ଗ କଲେ I
  • ଯୂନସକୁ ଏକ ବୃହତ ମତ୍ସ୍ୟ ଗିଳିଲା ଏବଂ ସେ ମତ୍ସ୍ୟ ଉଦରରେ ତିନି ଦିନ ଓ ତିନି ରାତି ରହିଲା I
  • ଏହାପରେ ଯୂନସ ନୀନିବୀକୁ ଯାଇ ସେଠାରେ ଥିବା ଲୋକମାନଙ୍କୁ ପ୍ରଚାର କଲେ ଏବଂ ଲୋକମାନେ ଅନ୍ୟମାନଙ୍କ ପ୍ରତି ହିଂସା କରିବା ବନ୍ଦ କଲେ I
  • ନୀନିବୀକୁ ବିନାଶ ନକରିବାରୁ ଯୂନସ ଈଶ୍ଵରଙ୍କ ଉପରେ କ୍ରୋଧିତ ହେଲେ, ଏବଂ ଈଶ୍ଵର ଯୂନସଙ୍କୁ ଦୟା ବିଷୟରେ ଶିକ୍ଷା ଦେବା ପାଇଁ ଏକ ଉଦ୍ଭିଦ ଏବଂ ପୋକ ବ୍ୟବହାର କଲେ I

(ନାମଗୁଡ଼ିକ କିପରି ଅନୁବାଦ କରାଯିବ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଅନାଜ୍ଞାକାରୀନୀନିବୀଫେରିବା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H3124, G24950