or_tw/bible/names/manasseh.md

3.6 KiB
Raw Permalink Blame History

ମନଶିଃ

ତଥ୍ୟ:

ପୁରାତନ ନିୟମରେ ମନଶିଃ ନାମରେ ୫ ଜଣ ବ୍ୟକ୍ତିଥିଲେ I

  • ଯୋଷେଫର ପ୍ରଥମ ଜାତ ପୁତ୍ର ର ନାମ ମନଶିଃ ଅଟେ I
  • ମନଶିଃ ଓ ତାହାର ଛୋଟ ଭାଇ ଇଫରେମ କୁ ଯୋଷେଫର ପିତା ଯାକୁବ ଦ୍ୱାରା ପୋଷ୍ୟ ପୁତ୍ର ରୂପରେ ଗ୍ରହଣ କରା ଯାଇଥିଲା I
  • ମନଶିଃ ର ବଂଶଧର ଇସ୍ରାଏଲ ର ଏକ ଜାତି ହୋଇଥିଲେ I
  • ମନଶିଃ ଜାତି ଅଧିକାଂଶ ସମୟରେ “ଅଧା-ମନଶିଃ ଜାତି” ରୂପରେ ଗଣିତ ହୁଅନ୍ତି କାରଣ କିଣାନରେ ଅଧା ଜାତି ହିଁ ବସବାସ କରିଥିଲେ ଯାହା ଜରଦନ ନଦୀର ପଶ୍ଚିମରେ ଅବସ୍ଥିତ ଅଟେ I

ଅନ୍ୟ ଏକ ଭାଗ ଜାତିର ଯର୍ଦନ ର ପୂର୍ବ ପଟେ ଅବସ୍ଥିତଥିଲା I

  • ଯିହୁଦା ର ଏକ ରାଜା ର ନାମ ମଧ୍ୟ ମନଶିଃଥିଲା I
  • ରାଜା ମନଶିଃ ଏକ ମନ୍ଦ ରାଜାଥିଲେ ଯେ ତାହାର ନିଜ ପୁତ୍ର କୁ ହୋମ ବଳି କରି ଭଣ୍ଡ ଦେବ କୁ ଉତ୍ସର୍ଗ କରିଥିଲା I
  • ପରମେଶ୍ୱର ରାଜା ମନଶିଃ କୁ ଶତ୍ରୁ ହାତାରେ ବନ୍ଦୀ କରାଇ ଦଣ୍ଡିତ କରିଥିଲେ I

ମନଶିଃ ପରମେଶ୍ୱରଙ୍କର ପାଖକୁ ଫେରି ଆସିଲେ ଓ ଯେଉଁସବୁ ବେଦୀରେ ସେ ପୂଜା କରୁଥିଲେ ସେହିସବୁ ସେ ବିନାସ କଲେ I

  • ଏଜ୍ରା ସମୟରେ ଦୁଇଜଣ ବ୍ୟକ୍ତିର ନାମ ମନଶିଃଥିଲା I

ଏହି ଲୋକମାନେ ତାହାଙ୍କର ଅନ୍ୟ ଜାତି ସ୍ତ୍ରୀମାନଙ୍କୁ ଛାଡ଼ ପତ୍ର ଦେବାକୁ ପଡ଼ିଥିଲା ଯେଉଁମାନେ ତାହାଙ୍କୁ ଭଣ୍ଡ ଦେବ ପୂଜା କରିବା ନିମନ୍ତେ ପ୍ରଭାବ ଢାଳିଥିଲେ I

  • ଆଉ ଏକ ମନଶିଃ, ଦାନିତିୟଙ୍କର ଜେଜେ ବାପାଥିଲା ଯେଉଁମାନେ ଭଣ୍ଡ ଦେବ ପାଇଁ ପୂଜାରୀଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ବେଦୀ, ଦାନ, ଏଫରମ, ଏଜ୍ରା, ଭଣ୍ଡ ଦେବ, ଯାକୁବ, ଜିହୁଡା, ମୂର୍ତ୍ତି ପୂଜକମାନେ, ଇସ୍ରାଏଲ ର ବାର ଜାତି)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4519, H4520, G3128