or_tw/bible/names/ephraim.md

2.1 KiB
Raw Permalink Blame History

ଇଫ୍ରୟିମ, ଇଫ୍ରୟିମୀୟ, ଇଫ୍ରୟିମର ଲୋକ

ସୂଚନା:

ଇଫ୍ରୟିମ ଯୋଷେଫର ଦ୍ୱିତୀୟ ପୁତ୍ରଥିଲା I ତାହାର ବଂଶ, ଇଫ୍ରୟିମୀୟ, ଇସ୍ରାଏଲର ବାର ଗୋଷ୍ଠୀ ମଧ୍ୟରେ ଗୋଟିଏ I

  • ଇଫ୍ରୟିମ ଗୋଷ୍ଠୀ ବାର ଗୋଷ୍ଠୀ ମଧ୍ୟରୁ ଗୋଟିଏ ଯାହା ଉତ୍ତର ଭାଗରେ ଅବସ୍ଥିତଥିଲା I
  • ବେଳେବେଳେ ଇଫ୍ରୟିମକୁ ବାଇବଲରେ ଇସ୍ରାଏଲର ଉତ୍ତର ଭାଗର ବୋଲି ଲେଖାଯାଏ I

(ଦେଖନ୍ତୁ:ସିନେକ୍ ଡୋକେ)

  • ଇଫ୍ରୟିମ ହୁଏତ ଏକ ପର୍ବତମୟ କିମ୍ୱା ପାହାଡ଼ମୟଥିଲା I ଏହା ଏହି ଦୁଇଟି ଉଦୃତ ଉପରେ ଆଧାର କରି କୁହାଯାଏ ଯାହା “ଇଫ୍ରୟିମର ପାହାଡ଼” କିମ୍ୱା “ଇଫ୍ରୟିମର ପର୍ବତ” I

(ଭାଷାନ୍ତର ନିମନ୍ତେ ପ୍ରସ୍ତାବନା:ନାମ ଗୁଡିକ କିପରି ଭାଷାନ୍ତର କରିବା)

(ମଧ୍ୟ ଦେଖନ୍ତୁ:ଇସ୍ରାଏଲ ରାଜ୍ୟ,ଇସ୍ରାଏଲର ବାର ଗୋଷ୍ଠୀ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H669, H673, G2187