or_tw/bible/names/kingdomofisrael.md

5.1 KiB
Raw Permalink Blame History

ଇସ୍ରାଏଲ ରାଜ୍ୟ

ତଥ୍ୟ:

ଯାହାକୁଛି ମଧ୍ୟ ଇସ୍ରାଏଲ ଜାତି ର ଉତ୍ତର ଭାଗରେ ହେଲା ତାହା ଇସ୍ରାଏଲ ରାଜ୍ୟ ହେଲା ଯେତେବେଳେ ଇସ୍ରାଏଲ ର ବାର ଜାତି ସଲମନ ର ମୃତ୍ୟୁ ପରେ ଦୁଇଟି ରାଜ୍ୟରେ ବିଭକ୍ତ ହେଲା I ଇସ୍ରାଏଲ ରାଜ୍ୟ ଉତ୍ତର ଭାଗରେ ଦଶଟି ଜାତି ଓ ଯିହୁଦା ରାଜ୍ୟ ଦକ୍ଷିଣରେ ଦୁଇଟି ଜାତିଥିଲେ I

  • ଇସ୍ରାଏଲ ରାଜ୍ୟର ରାଜଧାନୀ ସମରଣଥିଲା I

ଏହା ଲଗଭଗ ଯିରୁଶାଲମରୁ ୫୦ କି.ମି. ଦୁର ଯାହା ଯିହୁଦା ରାଜ୍ୟର ରାଜଧାନୀ ଅଟେ I

  • ଇସ୍ରାଏଲ ରାଜ୍ୟ ର ସମସ୍ତ ରାଜା ମନ୍ଦଥିଲେ I

ସେମାନେ ଲୋକଙ୍କୁ ପ୍ରୋତ୍ସାହନ କଲେ କି ପ୍ରତିମା ପୂଜା ଓ ଭଣ୍ଡ ଦେବ ପୂଜା କରାଯାଏ I

  • ପରମେଶ୍ୱର ଆସିରୀୟ ଲୋକଙ୍କୁ ପଠାଇଲେ କି ଇସ୍ରାଏଲ ରାଜ୍ୟ ଉପରେ ଆକ୍ରମଣ କରାଯାଏ I

ଅନେକ ଇସ୍ରାଏଲ ଲୋକମାନେ ଧରା ଗଲେ ଓ ଆସିରୀୟରେ ରହିବାକୁ ନିଆଗଲେ I

  • ଆସିରୀୟ ଲୋକମାନେ ବିଦେଶୀ ଲୋକଙ୍କୁ ଆଣି ଆଉ ଇସ୍ରାଏଲ ରାଜ୍ୟରେ ବଳକା ଥିବା ଲୋକଙ୍କ ସହିତ ରଖିଲେ I

ଏହି ବିଦେଶୀ ଲୋକମାନେ ଅନ୍ତର ବିବାହ କଲେ ଓ ତାହାଙ୍କର ବଂଶଧର ସମରୀୟ ଲୋକମାନେ ହେଲେ I

(ଆହୁରି ଦେଖନ୍ତୁ: ଆସିରୀୟ, ଇସ୍ରାଏଲ, ଯିହୁଦା, ଯିରୁଶାଲମ,ରାଜ୍ୟ, ସମିରଣ,)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୧୮:୦୮ ଆଉ ଅନ୍ୟ ଇସ୍ରାଏଲ ର ଦଶଟି ଜାତି ଯେଉଁମାନେରେହୋବୋଆମ ବିରୁଧରେ ବିଦ୍ରୋହ କଲେ ଓ ଏକ ବ୍ୟକ୍ତି କୁ ଯାହାର ନାମ ଜେରୋବୋଆମ ତାହାକୁ ନିଜ ରାଜା କରି ନିଯୁକ୍ତି କଲେ I

ସେମାନେ ଦେଶର ଉତ୍ତର ଭାଗରେ ନିଜର ରାଜ୍ୟ ସ୍ଥାପନ କଲେ ଓ ତାହାକୁ ଇସ୍ରାଏଲ ରାଜ୍ୟ କହିଲେ I

  • ୧୮:୧୦ ଇସ୍ରାଏଲ ରାଜ୍ୟ ଓ ଯିହୁଦା ରାଜ୍ୟ ଶତ୍ରୁ ହୋଇ ଗଲେ ଓ ଅନେକ ସମୟରେ ପରସ୍ପର ବିରୁଧରେ ଯୁଦ୍ଧ କରୁଥିଲେ I
  • ୧୮:୦୧ ନୂତନ __ ଇସ୍ରାଏଲ ରାଜ୍ୟ__ର ସମସ୍ତ ରାଜା ମନ୍ଦଥିଲେ I
  • :୦୧ ଇସ୍ରାଏଲ ରାଜ୍ୟ ଓ ଯିହୁଦା ପରମେଶ୍ୱରଙ୍କର ବିରୁଧରେ ପାପ କଲେ I
  • : __ଇସ୍ରାଏଲ ରାଜ୍ୟ__ଆସିରୀୟ ସାମ୍ରାଜ୍ୟ, ଶକ୍ତିଶାଳୀ,ଓ ହିଂସରକ ଲୋକଙ୍କର ଦ୍ୱାରା ଧ୍ୱଂଶ କରା ଗଲା I

ଆସିରୀୟ ଲୋକମାନେ __ ଇସ୍ରାଏଲ ରାଜ୍ୟ__ର ଅନେକ ଲୋକଙ୍କୁ ହତ୍ୟା କଲେ, ସମସ୍ତ ମୂଲ୍ୟବାନ ବସ୍ତୁ ନେଇଗଲେ ଓ ଦେଶର ଅଧିକାଂଶ ସ୍ଥାନ ଦଗ୍ଧ କଲେ I

  • :୦୪ ପରେ ଆସିରୀୟ ଲୋକମାନେ ବିଦେଶୀୟମାନଙ୍କୁ ଆଣି __ ଇସ୍ରାଏଲ ରାଜ୍ୟ__ରେ ବାସ କରାଇଲେ I

ବିଦେଶୀ ଲୋକମାନେ ଯେଉଁ ସହର ସବୁ ନଷ୍ଟ ହୋଇ ଯାଇଥିଲା ତାହାକୁ ପୁନଃ ସ୍ଥାପନା କଲେ ଓ ଯେଉଁ ଇସରେଲିୟମାନେ ସେହିଠାରେ ରହି ଯାଇଥିଲେ ତାହାଙ୍କ ସହିତ ବିବାହ କଲେ I ଇସ୍ରାଏଲ ର ଏହି ବଂଶଧର କୁ ଯେଉଁମାନେ ବିଦେଶୀୟ ଲୋକଙ୍କୁ ବିବାହ କରିଥିଲେ ସମିରଣ ଲୋକ କୁହାଗଲା I

ବୋର୍ଡ ଡାଟା :

  • Strong's: H3478, H4410, H4467, H4468