or_tw/bible/other/pagan.md

2.3 KiB

ପ୍ରତିମା ପୂଜକ, ପ୍ରତିମା ପୂଜକଗଣ

ସଂଜ୍ଞା:

ବାଇବଲ ସମୟରେ, ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତେ ମିଥ୍ୟା ଦେବତାମାନଙ୍କୁ ପୂଜା କରୁଥିଲେ, ସେମାନଙ୍କ ବର୍ଣ୍ଣନା କରିବା ନିମନ୍ତେ ଏହି ‘ପ୍ରତିମା ପୂଜକ’ ଶବ୍ଦ ବ୍ୟବହାର କରାଯାଉଥିଲା I

  • ଯେକୌଣସି ବିଷୟ ଏହି ଲୋକମାନଙ୍କ ସହିତ ଜଡ଼ିତ, ଯଥା, ସେମାନେ ଉପାସନା କରୁଥିବା ସ୍ଥାନ ଯଜ୍ଞବେଦି, ସେମାନେ ସମ୍ପନ୍ନ କରୁଥିବା ବିଧିବିଧାନ, ଏବଂ ସେମାନଙ୍କ ବିଶ୍ୱାସମତଗୁଡିକୁ ମଧ୍ୟ ‘ପ୍ରତିମାପୂଜା’ କୁହାଯାଉଥିଲା I
  • ପ୍ରତିମା ପୂଜାର ବିଶ୍ୱାସପଦ୍ଧତିଗୁଡ଼ିକ ଅନେକ ସମୟରେ ମିଥ୍ୟା ଦେବତାଗଣର ଏବଂ ପ୍ରକୃତିର ଉପାସନାକୁ ଅନ୍ତର୍ଭୂକ୍ତ କରୁଥିଲା I
  • କେତେକ ପ୍ରତିମା ପୂଜାର ଧର୍ମଗୁଡ଼ିକ ଯୌନଜନିତ ଅନୈତିକ ବିଧିବିଧାନଗୁଡ଼ିକୁ ବା ମଣିଷମାନଙ୍କୁ ହତ୍ୟା କରିବା ବିଷୟକୁ ସେମାନଙ୍କର ଉପାସନାର ଅଂଶବିଶେଷ ଭାବରେ ଅନ୍ତର୍ଭୂକ୍ତ କରୁଥିଲେ I

(ଆହୁରି ମଧ୍ୟ ଦେଖ: ଯଜ୍ଞବେଦି, ମିଥ୍ୟା ଦେବତା, ବଳିଦାନ, ଉପାସନା, ସଦାପ୍ରଭୁ)

ବାଇବଲ ପଦଗୁଡ଼ିକ

ବୋର୍ଡ ଡାଟା :

  • Strong's: H1471, G1484