or_tw/bible/names/dan.md

1.9 KiB

ଦାନ

ବାସ୍ତବିକତା:

ଦାନ ଯାକୁବଙ୍କର ପଞ୍ଚମ ପୁତ୍ରଥିଲେ ଏବଂ ଦ୍ଵାଦଶ ଗୋଷ୍ଠୀ ମଧ୍ୟରୁ ଗୋଟିଏଥିଲେ I

  • ଅବ୍ରାହମ ଙ୍କ ସମୟରେ,ପଶ୍ଚିମ ଯିରୁଶଲାମରେ ଦାନ ନାମର ଗୋଟିଏ ନଗର ଅବସ୍ଥିତଥିଲା I
  • ବହୁତ ବର୍ଷପରେ,ଇସ୍ରାଏଲ୍ ଦେଶ ପ୍ରତିଜ୍ଞାତ ଦେଶ କୁ ପ୍ରବେଶ କରିବା ସମୟରେ, ଗୋଟିଏ ଭିନ୍ନ ନଗର ଯାହାକି ଉତ୍ତର ଯିରୁଶଲାମ ର ପ୍ରାୟ ୬୦ ମାଇଲ୍ ଦୁରରେ ଦାନ ନାମକ ନଗର ଅବସ୍ଥିତଥିଲା I
  • ଏହି ‘’ଦାନୀୟ’’ ଶବ୍ଦ ଟି ଦାନର ବଂଶ କୁ ଉଲ୍ଲେଖ କରାଯାଇଅଛି,ଯେଉଁମାନେ ତାଙ୍କର ପରିବାରର ସଦସ୍ୟଥିଲେ I

(ତର୍ଜମା କରିବା ପାଇଁ ମତାମତ: କିପରି ଭାବରେ ନାମକୁ ତର୍ଜମା କରାହେବ)

(ଦେଖ ମଧ୍ୟ: କିଣାନ, ଯିରୁଶଲାମ, ଇସ୍ରାଏଲ୍ ର ଦ୍ଵାଦଶ ଗୋଷ୍ଠୀ)

ବାଇବଲ ଭିତିକ ପଦପର୍ବ:

ବୋର୍ଡ ଡାଟା :

  • Strong's: H1835, H1839, H2051