or_tw/bible/names/ezekiel.md

1.9 KiB
Raw Permalink Blame History

ଯିହିଜିକଲ

ସୂଚନା:

ଯିହୁଦୀମାନେ ବାବିଲକୁ ନିର୍ୱାସିତ ହେବା ସମୟରେ ଯିହିଜିକଲ ଜଣେ ଭାବବାଦୀଥିଲେ I

  • ଯିହିଜିକଲ ଜଣେ ଯାଜକଥିଲେ ଯିଏ ଯିହୁଦା ପ୍ରଦେଶରେ ରହୁଥିଲେ ଯେଉଁ ସମୟରେ ଯିହିଜିକଲ ଏବଂ ଅନ୍ୟ ଯିହୁଦୀମାନେ ବାବିଲର ସୈନ୍ୟମାନେ ନିର୍ୱାସିତ କଲେ I
  • କୋଡିଏ ବର୍ଷ ଧରି ସେ ଏବଂ ତାଙ୍କ ସହଧର୍ମିଣୀ ବାବିଲର ଏକ ନଦୀ ତଟରେ ବାସ କରୁଥିଲେ ଏବଂ ସେହି ସ୍ଥାନକୁ ଯିହୁଦୀମାନେ ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ଆସୁଥିଲେ I
  • ଯିହିଜିକଲ ଅନ୍ୟ ଭାବବାଣୀ ସହିତ ଯୀରୁଶାଲମ ଏବଂ ମନ୍ଦିରର ଧ୍ୱଂସ ଏବଂ ପୁନଃସ୍ଥାପନ ବିଷୟରେ ଭାବବାଣୀ ଦେଇଥିଲେ I
  • ସେ ମଧ୍ୟ ମସିହଙ୍କ ଭବିଷ୍ୟତ ରାଜ୍ୟ ବିଷୟରେ ଭାବବାଣୀ କହିଥିଲେ I

(ଭାଷାନ୍ତର ପାଇଁ ପ୍ରସ୍ତାବନା:ନାମଗୁଡିକୁ କିପରି ଭାଷାନ୍ତର କରିବା)

(ମଧ୍ୟ ଦେଖନ୍ତୁ:ବାବିଲ,ଖ୍ରୀଷ୍ଟ,ନିର୍ୱାସନ,ଭାବବାଦୀ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3168