or_tw/bible/names/ahab.md

3.2 KiB
Raw Permalink Blame History

ଆହାବ

ତଥ୍ୟମାନ:

ଆହାବ ଏକ ଅତି ମନ୍ଦ ରାଜାଥିଲେ ଯିଏ ଖ୍ରୀଷ୍ଟପୂର୍ବ ୮୭୫ଠାରୁ ୮୫୪ ପର୍ଯ୍ୟନ୍ତ ଇସ୍ରାଏଲର ଉତ୍ତର ରାଜ୍ୟରେ ରାଜତ୍ତ୍ୱ କଲେ I

  • ଆହାବ ରାଜା ମିଥ୍ୟା ପ୍ରଭୁଙ୍କୁ ଆରଧନା କରିବା ନିମନ୍ତେ ଇସ୍ରାଏଲର ଲୋକମାନଙ୍କୁ ପ୍ରବର୍ତ୍ତାଇଲେ I
  • ଏଲୀୟ ଭବିଷ୍ୟତବକ୍ତା ଆହାବଙ୍କ ସହ ମୁହାଁ-ମୁହିଁ ହେଲେ ଏବଂ ତାଙ୍କୁ କହିଲେ ଆହାବ ଇସ୍ରାଏଲ ପାପ କରିବାର କାରଣ ହେବାରୁ ତାହାର ଦଣ୍ଡ ସ୍ୱରୂପେ ସେଠାରେ ସାଢ଼େ ତିନି ବର୍ଷ ଏକ ଭୟଙ୍କର ମରୁଡି ହେବାକୁ ଯାଉଅଛି I
  • ଆହାବ ଏବଂ ତାଙ୍କ ସ୍ତ୍ରୀ ଈଷେବେଲ ଅନେକ ଅନ୍ୟାନ୍ୟ ମନ୍ଦ ବିଷୟ କଲେ, ତା’ସହିତ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବା ନିମନ୍ତେ ଶକ୍ତିର ବ୍ୟବହାର କଲେ I

ଅନୁବାଦ ପ୍ରସ୍ତାବିତ ବିଷୟମାନ:

(ମଧ୍ୟ ଦେଖିପାରିବା: ବାଲ୍, ଏଲୀୟ, ଈଷେବେଲ, ଇସ୍ରାଏଲ ରାଜ୍ୟ, ସଦାପ୍ରଭୁ ପରମେଶ୍ୱର)

ବାଇବଲ ପଦ ପର୍ୱ:

ବାଇବଲ କାହାଣୀରୁ ଉଦାହରଣ:

  • ୧୯: ଏଲୀୟ ଜଣେ ଭବିଷ୍ୟତବକ୍ତାଥିଲେ ଆହାବ ଇସ୍ରାଏଲ ରାଜ୍ୟ ଉପରେ ରାଜାଥିଲେ I ଆହାବ ଜଣେ ଦୁଷ୍ଟ ବ୍ୟକ୍ତିଥିଲେ ଯିଏ ମିଥ୍ୟା ଦେବତା ବାଲକୁ ପୂଜା କରିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଉଥିଲେ I
  • ୧୯:୦୩ ଆହାବ ଏବଂ ତାଙ୍କ ସୈନ୍ୟଗଣ ଏଲୀୟଙ୍କୁ ଖୋଜିଲେ, ମାତ୍ର ସେମାନେ ତାଙ୍କୁ ପାଇଲେ ନାହି I
  • __ ୧୯:୦୫__ ସାଡ଼େ ତିନି ବର୍ଷ ପରେ ପୁନର୍ୱାର ପ୍ରଭୁ ଏଲୀୟଙ୍କୁ କହିଲେ, ଇସ୍ରାଏଲ ରାଜ୍ୟକୁ ଫେରିଯାଅ ଏବଂ ଆହାବଙ୍କୁ କୁହ, କାରଣ ସେ(ପ୍ରଭୁ) ପୁନର୍ୱାର ବର୍ଷା ପଠାଇବେ I

ବୋର୍ଡ ଡାଟା :

  • Strong's: H256