or_tw/bible/names/jezebel.md

1.8 KiB
Raw Permalink Blame History

ଇସାବେଲ

ତଥ୍ୟ:

ଇସାବେଲ ଆହାବ ରାଜାର ଏକ ଦୁଷ୍ଟ ପତ୍ନୀଥିଲା I

  • ଇସାବେଲ ଆହାବକୁ ଓ ଅନ୍ୟ ଇସ୍ରାଏଲ କୁ ପ୍ରଭାବିତ କଲେ କି ସେମାନେ ମୂର୍ତ୍ତି ପୂଜା କରନ୍ତୁ I
  • ସେ ପରମେଶ୍ୱରଙ୍କ ଅନେକ ଭବିଷ୍ୟବକ୍ତା ଗଣକୁ ହତ୍ୟା କଲା I
  • ଇସାବେଲ ଏକ ନିର୍ଦୋଷ ମନୁଷ୍ୟ ନାବୋତକୁ ହତ୍ୟା କରିଥିଲା କି ଆହାବ ନାବୋତର ଦ୍ରାକ୍ଷା ଖେତ୍ର କୁ ଚୋରୀ କରେ I
  • ଅନ୍ତରେ ଇସାବେଲ କୁ ତାହାର ସମସ୍ତ ପାପ ନିମନ୍ତେ ହତ୍ୟା କରା ଗଲା I

ଏଲୀୟ ଏହି ଭବିଷ୍ୟବାଣୀ କରିଥିଲେ ଯେ ସେ ମରିବ ଓ ଠିକ ଏହି ପରି ହେଲା ସେ ଯେ ପ୍ରକାରେ କହିଥିଲେ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଆହୁରି ଦେଖନ୍ତୁ: ଆହଵ, ଏଲୀୟ, ଭଣ୍ଡ ଦେବ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H348, G2403