9.3 KiB
ବର୍ଣ୍ଣନା
ବିଭିନ୍ନ ପ୍ରକାର ଲେଖା ଅଛି ଓ ପ୍ରତ୍ୟେକ ଲେଖା ଗୁଡିକର ଉଦ୍ଦେଶ୍ୟ ଭିନ୍ନ ଅଟେ ଯେହେତୁ ଉଦ୍ଦେଶ୍ୟ ଭିନ୍ନ୍ ଅଟେ, ବିଭିନ୍ନ ମାଧ୍ୟମରେ ବିଭିନ୍ନ ପ୍ରକାରର ଲେଖା ଗୁଡିକୁ ସଂଘଟନ କରାଯାଏ ସେମାନେ ବିଭିନ୍ନ୍ କ୍ରିୟା, କେତେପ୍ରକାରର ବାକ୍ୟ ଓ ଲୋକମାନଙ୍କ ନିମନ୍ତେ ଏବଂ ବିଷୟବସ୍ତୁ ଉପରେ ବିଭିନ୍ନ ମାଧ୍ୟମରେ ଲେଖନ୍ତି ସେହି ଭିନ୍ନତା ପାଠକଙ୍କୁ ସାହାଯ୍ୟ କରେ ଲେଖା ଗୁଡିକର ଉଦ୍ଦେଶ୍ୟ କଣ, ଓ ଉପଯୁକ୍ତ ଉପାୟରେ ଲେଖକଙ୍କର ଚିନ୍ତାଧାରାକୁ ସେମାନେ ଯୋଗାଯୋଗ କରନ୍ତି
କେତେ ପ୍ରକାର ଲେଖା
ପ୍ରତ୍ୟକ ଭାଷାରେ ଚାରି ପ୍ରକାରର ଲେଖା ଦେଖିବାକୁ ମିଳେ ପ୍ରତ୍ୟକେ ଲେଖାର ଭିନ୍ନ ଉଦ୍ଦେଶ୍ୟ
- ବର୍ଣ୍ଣନାତ୍ମକ ବା ଉପଦେଶ - କାହାଣୀ କିମ୍ବା ଘଟଣାବଳୀ କହେ
- ବୋଧକ - ତଥ୍ୟକୁ ବୁଝାଏ କିମ୍ବା ନିୟମ ଗୁଡିକୁ ଶିକ୍ଷା ଦିଏ
- କାର୍ଯ୍ୟ ବିଧି ସମ୍ବନ୍ଧିୟ - କିପରି କରିବାକୁ ହେବ କହେ
- ଯୁକ୍ତିତର୍କ - କୌଣସି ଜଣ କୁ କିଛି କରିବାକୁ ପ୍ରବର୍ତାଏ
କାହିଁକି ଯେହେତୁ ଏହା ଏକ ଅନୁବାଦ ସମସ୍ୟା
ପ୍ରତ୍ୟେକ ଭାଷାରେ ନିଜ ଲେଖା ଗୁଡିକୁ ସଂଘଟନ କରିବା ନିମନ୍ତେ ବିଭିନ୍ନ ଉପାୟ ବ୍ୟବହାର କରନ୍ତି ଅନୁବାଦକ ସେ ଯେଉଁ ବିଭିନ୍ନ ଲେଖା ଗୁଡିକର ଅନୁବାଦକୁ ବୁଝିବା ଉଚିତ, ମୁଳ ଭାଷାରେ ଏଗୁଡିକ କିପରି ସଂଘଟନ ହୋଇଛି ଓ ମଧ୍ୟ ଜାଣିବ ତାଙ୍କ ଭାଷାରେ ଏପରି ଲେଖା ଗୁଡିକ କିପରି ସଂଘଟନ କରାଯାଏ
ସେ ନିଶ୍ଚୟ ସେହିପ୍ରକାର ଲେଖା ଗୁଡିକ ତାଙ୍କର ଭାଷା ଆକାରରେ ଲେଖିହେବ ଯେପରି ଲୋକମାନେ ସଠିକ ବୁଝି ପାରିବେ ପ୍ରତ୍ୟେକ ଅନୁବାଦରେ, ଯେପରି ଶବ୍ଦ, ବାକ୍ୟ ଓ ଲେଖାର ଅଂଶ ସଜଡା ହୋଇଛି ତାହା ଲୋକମାନେ ସେହି ସମ୍ବାଦକୁ ବୁଝି ପାରିବେ ତାହାକୁ ପ୍ରଭାବିତ କରିବ
ଲେଖନୀର ଭଙ୍ଗି
ଉପରୋକ୍ତ ଚାରି ପ୍ରକାର ସହିତ ନିମ୍ନୋକ୍ତ ଲେଖା ଗୁଡିକୁ ଯୋଡା ଯାଇଛି ଏହି ଲେଖା ଗୁଡିକ ଭଙ୍ଗି ଆଜିର ଅନୁବାଦର ଆହ୍ବାନ
- କବିତା - ଭାବନା ଓ ଅନଭବକୁ ସୁନ୍ଦର ଉପାୟରେ ବର୍ଣ୍ଣନା କରେ
- ଉପଦେଶ - ଗୋଟିଏ ସତ୍ୟତାର ସଂକ୍ଷିପ୍ତ ଶିକ୍ଷା ବା ଜ୍ଞାନ
- ସାଙ୍କେତିକ ଭାଷା - ବିଷୟ ବସ୍ତୁ କିମ୍ବା ଘଟଣାକୁ ସଙ୍କେତରେ ପ୍ରକାଶ କରିବା
- ସାଙ୍କେତିକ ଭାବବାଣୀ - ଭବିଷ୍ୟତରେ କଣ ଘଟିବା ତାହାର ଭାଷାକୁ ସଙ୍କେତରେ ପ୍ରକାଶ କରିବା
- ପରିକଳ୍ପିତ ପରିସ୍ଥିତି - କଣ ଘଟିବ ସମ୍ବନ୍ଧରେ କହିବା ଯଦି କିଛି ପ୍ରକୃତରେ କିମ୍ବା କୌଣସି ବିଷୟ ଯାହା ପ୍ରକୃତ ନୁହେଁ ଭାବପ୍ରବଣତା ପ୍ରକାଶ କରାଯାଏ
ଆଳାପ ବୈଶିଷ୍ଟ୍ୟ ଗୁଡିକ
ଗୋଟିଏ ଭାଷାରେ ବିଭିନ୍ନ ପ୍ରକାର ଲେଖା ଗୁଡିକ ମଝିରେ କଥୋପକଥନ କୁ ଆଳାପ ବୈଶିଷ୍ଟ୍ୟ କୁହାଯାଏ ନିର୍ଦ୍ଧିଷ୍ଟ ପାଠର ଉଦ୍ଦେଶ୍ୟ ପ୍ରଭାବିତ କରେ କେଉଁ ପ୍ରକାର ଆଳାପ ବୈଶିଷ୍ଟ୍ୟ ଗୁଡିକ ବ୍ୟବହାର ହୋଇଛି ଉଦାହରଣ, ଗଳ୍ପାତ୍ମକ ରେ, ଆଳାପ ବୈଶିଷ୍ଟ୍ୟ ଗୁଡିକ ହେବ :
- ଘଟଣା ଯାହା ପୁର୍ବରେ ଓ ପରେ ଘଟିଥିବା ବିଷୟରେ କହିବା
- କାହାଣୀରେ ଥିବା ଚରିତ୍ର ମାନଙ୍କୁ ପରିଚୟ କରାଇ ଦେବା
- କାହାଣୀରେ ନୁଆ ଘଟଣା ବିଷୟରେ କହିବା
- କଥୋପ କଥନ ଓ ଉଦ୍ଧୃତ ବିଷୟଗୁଡିକୁ ବ୍ୟବହାର କରିବା
- ଲୋକ ଓ ବିଷୟଗୁଡିକର ବିଶେଶ୍ୟ ବା ସର୍ବନାମକୁ ନିର୍ଦ୍ଦେଶ କରିବା
ବିଭିନ୍ନ ଆଳାପ ବୈଶିଷ୍ଟ୍ୟ ବ୍ୟବହାର କରିବା ପାଇଁ ଭାଷା ଗୁଡିକରେ ବହୁତ ପ୍ରକାର ମାଧ୍ୟମ ଅଛି ଅନୁବାଦକଙ୍କୁ ଧ୍ୟାନ ଦେବାର ଅଛି ଯେ ତାଙ୍କ ଭାଷାରେ ସେହି ଗୁଡିକ କିପରି ହେଉଛି ଯେପରି ତାଙ୍କର ଅନୁବାଦ ଯୋଗାଯୋଗ କରିବା ସଠିକ ସମ୍ବାଦ ସ୍ପଷ୍ଟ ଓ ସ୍ବାଭାବିକ ଭାବରେ ଅନ୍ୟ ପ୍ରକାର ଲେଖାଗୁଡିକରେ ଭିନ୍ନ ପ୍ରକାର ଆଳାପ ବୈଶିଷ୍ଟ୍ୟ ଅଛି
ଆଳାପ ଗୁଡିକରେ ବିଶେଷ ସମସ୍ୟା
୧. ନୁତନ ଘଟଣାର ପରିଚୟ - ବାକ୍ୟଖଣ୍ଡ ଯଥା “ଏକଦିନେ” ବା “ସେଦିନ ଏପରି ଥିଲା” କିମ୍ବା “ଏହିପରି ଘଟିଲା” କିମ୍ବା “ସେହି ଘଟଣାର କିଛିଦିନ ପରେ” ପାଠକ ମାନଙ୍କୁ ସୁଚେଇ ଦିଏ ଯେ ନୁଆ ଘଟଣା କହିବାକୁ ଯାଉଛନ୍ତି
- ନୁତନ ଓ ପୁରାତନ ଅଂଶଦାର ମାନଙ୍କୁ ପରିଚୟ କରାଇବା - ଭାଷାରେ ନୁତନ ଲୋକ ମାନଙ୍କୁ ପରିଚୟ କରିବାରେ ମାଧ୍ୟମ ଥାଏ ଓ ଯାହା ନୁଆ ଲୋକମାନଙ୍କୁ ବୁଝାଏ
୧. ପୃଷ୍ଠଭୁମି ତଥ୍ୟ - ଜଣେ ଲେଖକ ବିଭିନ୍ନ କାରଣ ପାଇଁ ପୃଷ୍ଠଭୁମି ତଥ୍ୟ ଦେଇଥାଏ ୧) କାହାଣୀରେ କୌତୁକ ବିଷୟ ଯୋଡିବା ୨) କାହାଣୀକୁ ବୁଝିବା ନିମନ୍ତେ ଯେଉଁ ତଥ୍ୟ ଗୁଡିକ ଗରୁତ୍ବପୁର୍ଣ୍ଣ ସେହି ତଥ୍ୟ ଗୁଡିକୁ ଯୋଗାଇବା ୩) ସେହି କାହାଣୀର କିଛି ଗୁରୁତ୍ବପୁର୍ଣ୍ଣ ବିଷୟକୁ ବର୍ଣ୍ଣନା କରିବା
୧. ବିଶେଶ୍ୟ – କେଉଁ ସମୟରେ ବ୍ୟବହାର କରିବା – କିପରି ବିଶେଶ୍ୟ ଭାଷା ବ୍ୟବହାର ଗୁଡିକରେ ଶୈଳୀ ଥାଏ ଯଦି ସେହି ଶୈଳୀ କୁ ଅନୁକରଣ କରାନଯାଏ, ଏହାର ଅର୍ଥର ପରିଣାମ ଭୁଲ ହେବ
୧. କାହାଣୀର ଶେଷ - କାହାଣୀ ବିଭିନ୍ନ ପ୍ରକାର ତଥ୍ୟ ଦେଇ ଶେଷ ହୋଇପାରେ କିପରି ତଥ୍ୟ କାହାଣୀ ସହିତ ସଂଯୋଗ ଅଛି ତାହାକୁ ଭାଷାରେ ବିଭିନ୍ନ ଉପାୟରେ ଦେଖାଇ ହେବ
୧. ଉଦ୍ଧୃତ ଓ ଉଦ୍ଧୃତ ଚିହ୍ନ - କାହାର କଥାର ବିବରଣୀ ଦେବା ଭାଷା ଗୁଡିକରେ ବିଭିନ୍ନ ମାଧ୍ୟମ ଥାଇପାରେ
୧. ଶବ୍ଦର ସଂଯୋଗୀକରଣ - ଭାଷା ଗୁଡିକର ଶୈଳୀ ଅଛି କିପରି ଶବ୍ଦ ଗୁଡିକୁ ସଂଯୋଗ କରେ ( ଯଥା “ଏବଂ”, “କିନ୍ତୁ” କିମ୍ବା “ପରେ”)