or_ta/translate/writing-endofstory/01.md

7.3 KiB

ବର୍ଣ୍ଣନା

ବିଭିନ୍ନ ପ୍ରକାର ତଥ୍ୟ ଥାଏ ଯାହାକୁ କାହାଣୀର ଶେଷରେ ଦିଆଯାଏ ପ୍ରାୟତ ସେଗୁଡ଼ିକ ପୃଷ୍ଠଭୁମି ତଥ୍ୟ ଥାଏ କାହାଣୀର ମୁଖ୍ୟ କାର୍ଯ୍ୟ ହେଉଥିବା ଭାଗ ଠାରୁ ପୃଷ୍ଠଭୁମି ତଥ୍ୟ ଭିନ୍ନ ଅଟେ ବାଇବେଲରେ ଗୋଟିଏ ବହି କେତେକେ ଛୋଟ ଛୋଟ କାହାଣୀ ଯାହା ବୃହତ୍ତ କାହାଣୀର ଅଂଶ ବିଶେଷ ଗୁଡ଼ିକୁ ନେଇ ହୋଇଥାଏ ଉଦାହରଣ, ଲୂକ ପୁସ୍ତକରେ ଯୀଶୁଙ୍କର ଜନ୍ମ ବୃତ୍ତାନ୍ତ ହେଉଛି ଛୋଟିଆ କାହାଣୀ ଲୂକ ପୁସ୍ତକରେ ଏହିପ୍ରକାର ପ୍ରତ୍ୟେକ କାହାଣୀ, ତାହା ବଡ ହେଉ ବା ସାନ, ଏହାର ଶେଷରେ ପୃଷ୍ଠଭୁମି ତଥ୍ୟ ଥିବ ।

କାହାଣୀ ଶେଷରେ ଥିବା ତଥ୍ୟ ବିଭିନ୍ନ ଉଦ୍ଦେଶ୍ୟ ନିମନ୍ତେ ଦିଆଯାଇଥାଏ

  • କାହାଣୀକୁ ସଂକ୍ଷିପ୍ତ କରିବାକୁ
  • କାହାଣୀରେ ଯାହା ଘଟିଛି ତାହାର ଏକ ବିବରଣ ଦେବାକୁ
  • ଏହାର ଅଂଶ ବିଶେଷ ବୃହତ୍ତ କାହାଣୀ କୁ ଛୋଟ ଛୋଟ କାହାଣୀ ରେ ସଂଯୋଗ କରିବାକୁ
  • କାହାଣୀର ମୁଖ୍ୟ ଭାଗ ସରିବା ପରେ ପାଠକମାନଙ୍କୁ ମୁଖ୍ୟ ଚରିତ୍ରକୁ କଣ ଘଟିଲା କହିବା ନିମନ୍ତେ
  • କାହାଣୀର ମୁଖ୍ୟ ଅଂଶ ସମାପ୍ତ ହେବା ପରେ ଚାଲୁଥିବା କାର୍ଯ୍ୟକୁ କହିବାକୁ
  • କାହାଣୀରେ ଘଟିଥିବା ଘଟଣାଗୁଡ଼ିକର ପରିଣାମ ସ୍ୱରୂପ କାହାଣୀ ପରେ କ’ଣ ଘଟେ ତାହା ଜଣାଇବାକୁ

କାରଣ ଏହା ଅନୁବାଦ ସମସ୍ୟା

ଏହି ପ୍ରକାର ତଥ୍ୟ ଉପସ୍ଥାପନ କରିବା ନିମନ୍ତେ ବିଭିନ୍ନ ଭାଷାରେ ବିଭିନ୍ନ ପ୍ରକାର ମାଧ୍ୟମ ଅଛି ଯଦି ଅନୁବାଦକ ସେମାନଙ୍କର ଭାଷାର ଭଙ୍ଗି ବ୍ୟବହାର କରୁନାହିନ୍ତି, ପାଠକ ହୁଏତ ସେଗୁଡ଼ିକୁ ଜାଣି ପାରିବେ ନାହିଁ ।

  • ଯେ ଏହି ତଥ୍ୟ ହେଉଛି କାହାଣୀର ଶେଷ
  • ତଥ୍ୟର ଉଦ୍ଦେଶ କଣ ଥିଲା
  • ଏହି ତଥ୍ୟ କିପ୍ରକାର କାହାଣୀ ସହିତ ମିଳନ ହେଉଛି

ଅନୁବାଦ କୌଶଳ

  • ନିର୍ଦ୍ଧିଷ୍ଟ ପ୍ରକାର ତଥ୍ୟକୁ କାହାଣୀର ଶେଷରେ ଅନୁବାଦ କର ସେହିପ୍ରକାର ତଥ୍ୟକୁ ଆପଣଙ୍କ ଭାଷାରେ ଯେପରି କରନ୍ତି ।
  • ଏପରି ଭାବରେ ଅନୁବାଦ କର ଯେପରି ପାଠକ କାହାଣୀର ଅଂଶ ଗୁଡ଼ିକୁ ଯୋଡି ପାରିବେ ।
  • ଯଦି ସମ୍ଭବ, କାହାଣୀର ଶେଷକୁ ଏପରି ଅନୁବାଦ କର ଯେପରି ଲୋକମାନେ ଜାଣିବେ କାହାଣୀର ଆରମ୍ଭ କେଉଁଠି ହେଲା ଓ ଶେଷ କେଉଁଠି ହେଲା ।

ବାଇବେଲରୁ ଉଦାହରଣ

(1)  କାହାଣୀକୁ ସଂକ୍ଷିପ୍ତ କରିବାକୁ

ପୁଣି ଅବଶିଷ୍ଟ ମାନଙ୍କ ମଧ୍ୟରୁ କେହି କେହି ବକ୍ତା ଓ ଆଉ କେହି କେହି ଜାହାଜର ଅନ୍ୟାନ୍ୟ ଭଙ୍ଗା ଖଣ୍ଡ ଧରି ଯାଉନ୍ତୁ । ଏହି ପ୍ରକାରେ ସମସ୍ତେ ନିରାପଦରେ ସ୍ଥଳରେ ପହଞ୍ଚିଲେ । (ପ୍ରେରିତ 27:44 ULT)

(2) କାହାଣୀରେ ଯାହା ଘଟିଛି ତାହାର ଏକ ବିବରଣ ଦେବାକୁ

ଆଉ ଜାଦୁକ୍ରିୟା କରୁଥିବା ଅନେକେ ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡି ପକାଇଲେ ସେମାନେ ସେସବୁର ମୁଲ୍ୟ ହିସାବ କରି ତାହା ପଚାଶ ହଜାର ରୁପା ଖଣ୍ଡର ମୁଲ୍ୟ ହେବ ଏହି ପ୍ରକାରେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଜୟଯୁକ୍ତ ହେବାକୁ ଲାଗିଲା । (ପ୍ରେରିତ 19:19-20 ULT)

(3) କାହାଣୀର ଶେଷ ଭାଗରେ ମୁଖ୍ୟ ବିଷୟ ନିର୍ଦ୍ଧିଷ୍ଟ ଚରିତ୍ରକୁ କଣ ଘଟିଲା ପାଠକକୁ କହିବାକୁ

ମରିୟମ କହିଲେ, ମୋହର ପ୍ରାଣ ପ୍ରଭୁଙ୍କର ପ୍ରଂଶସା କରୁଅଛି, ପୁଣି ମୋହର ଆତ୍ମା ମୋ’ ତ୍ରାଣକର୍ତ୍ତା ଈଶ୍ବରଙ୍କ ଠାରେ ଉଲ୍ଲସିତ ହେଉଅଛି … “ ଆଉ ମରିୟମ ପ୍ରାୟ ତିନିମାସ ଏଲିଜାବେଥଙ୍କ ସହିତ ରହି ଆପଣ ଗୃହକୁ ବାହୁଡିଗଲେ । (ଲୂକ 1:46-47, 56 ULT )

(4) କାହାଣୀର ମୁଖ୍ୟ ଅଂଶ ସମାପ୍ତ ହେବା ପରେ ଚାଲୁଥିବା କାର୍ଯ୍ୟକୁ କହିବାକୁ

ଯେତେଲୋକ ମେଶପାଳକ ମାନଙ୍କଠାରୁ ସେହି ସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେଥିରେ ଚମତ୍କୃତ ହେଲେ । କିନ୍ତୁ ମରିୟମ ଏହିସମସ୍ତ କଥା ହୃଦୟରେ ରଖି ଆନଦୋଅଲନ କରିବାକୁ ଲାଗିଲେ । (ଲୂକ 2:18-19 ULT)

(5) କାହାଣୀରେ ଘଟିଥିବା ଘଟଣାଗୁଡ଼ିକର ପରିଣାମ ସ୍ୱରୂପ କାହାଣୀ ପରେ କ’ଣ ଘଟେ ତାହା ଜଣାଇବାକୁ

“ହାୟ ଦଣ୍ଡର ପାତ୍ର ବ୍ୟବସ୍ଥା ଶାସ୍ତ୍ରଜ୍ଞ ମାନେ, କାରଣ ତୁମ୍ଭେମାନେ ଜ୍ଞାନର କଞ୍ଚି ହରଣ କଲ; ତୁମ୍ଭେମାନେ ନିଜେ ନିଜେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରିବାକୁ ଇଛୁକ ଲୋକମାନଙ୍କୁ ବାଧା ଦେଲା “ଯୀଶୁ ସେଠାରୁ ବାହାରିଗଲା ପରେ, ଶାସ୍ତ୍ରୀ ଓ ଫାରୁଶୀମାନେ ଅତିଶୟ ଇର୍ଷାନ୍ବିତ ହୋଇ ତାହାଙ୍କ ମୁଖର କୌଣସି କଥା ଧରିବା ନିମନ୍ତେ ଫାନ୍ଦ ପାଟି ତାହାଙ୍କୁ ଅନେକ ବିଷୟରେ ପ୍ରଶ୍ନ ପଚାରିବାକୁ ଲାଗିଲେ । (ଲୂକ 11:52-54 ULT)