or_tw/bible/names/zerubbabel.md

2.2 KiB
Raw Permalink Blame History

ଯିରୁବ୍ବାବିଲ୍‍

ସତ୍ୟ ଘଟଣାବଳୀ:

ପୁରାତନ ନିୟମରେ ଯିରୁବ୍ବାବିଲ୍‍ ଦୁଇ ବ୍ୟକ୍ତିର ନାମଥିଲା I

  • ଏହି ଦୁଇଜଣ ମଧ୍ୟରୁ ଜଣେ ଯିହୋୟାକିମ୍ ଓ ସିଦିକୀୟ ବଂଶଧର ଥିଲେ I
  • ଅନ୍ୟ ଯିରୁବ୍ବାବିଲ୍‍, ଶଲ୍ଟୀୟେଲର ପୁତ୍ର ଥିଲେ, ନିହିମୀୟା ଓ ଏଜ୍ରା ସମୟରେ ସେ ଯିହୁଦା ବଂଶର ମୁଖ୍ୟଥିଲେ, ଯେତେବେଳେ ପାରସର ରାଜା ସାଇରସ ବାବିଲର ବନ୍ଦିତ୍ୱରୁ ଇସ୍ରାଏଲକୁ ମୁକ୍ତକଲେ ଏହା ସେହି ସମୟର କଥା ଅଟେ I
  • ଯିରୁବ୍ବାବିଲ୍‍ ଓ ମହାଯାଜକ ଯିହୋଶୂୟ ସେହି ଲୋକମାନଙ୍କ ମଧ୍ୟରୁ ଥିଲେ ଯେଉଁମାନେ ମନ୍ଦିରର ଓ ବେଦୀର ପୁନଃସ୍ଥାପନ ନିମନ୍ତେ ସାହାଯ୍ୟ କରିଥିଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ବାବିଲବନ୍ଦିତ୍ୱସାଇରସଏଜ୍ରାମହାଯାଜକଯିହୋୟାକମ୍ଯିହୋଶୂୟଯିହୁଦାନିହିମୀୟାପାରସସିଦିକୀୟ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: H2216, H2217, G22160