or_tw/bible/names/micah.md

3.3 KiB
Raw Permalink Blame History

ମିଖା

ତଥ୍ୟ:

ମିଖା ଖ୍ରୀଷ୍ଟ ପୂର୍ବ ୭୦୦ରେ ଯିହୁଦାର ଭବିଷ୍ୟବକ୍ତାଥିଲେ, ଯେତେବେଳେ ଭବିଷ୍ୟବକ୍ତା ଯିଶାଇୟ ଯିହୁଦାରେ ସେବା କରୁଥିଲେ I ଆଉ ଏକ ବ୍ୟକ୍ତିର ନାମ ମିଖା ଯେ ବିଚାରକର୍ତ୍ତାଙ୍କ ସମୟରେ ବାସ କରୁଥିଲେ I

  • ମିଖା ପୁସ୍ତକ ପୁରାତନ ନୀୟମର ଅନ୍ତିମ ନୁହ I
  • ମିଖା ଏହି ଭବିଷ୍ୟବାଣୀ କଲେ କି ଆସିରୀୟଙ୍କ ଦ୍ୱାରା ସାମରୀୟ ର ବିନାଶ ହେବ I
  • ମିଖା ଯିହୁଦାର ଲୋକମାନଙ୍କ ଉପରେ କ୍ରୋଧ କଲେ କାରଣ ସେମାନେ ପରମେଶ୍ୱରଙ୍କର ଅନାଜ୍ଞାକାରୀ ହେଉଥିଲେ ଓ ସେମାନଙ୍କୁ ଏହି ଚେତାବନୀ ଦେଲେ କି ତାହାଙ୍କର ଶତ୍ରୁ ତାହାଙ୍କ ଉପରେ ଆକ୍ରମଣ କରିବେ I
  • ତାହାର ଭବିଷ୍ୟବାଣୀ ପରମେଶ୍ୱରଙ୍କ ଉପରେ ଏକ ଆଶାର ସହିତ ଅନ୍ତ ହେଉଛି, ଯେ ବିଶ୍ୱସ୍ଥ ଓ ତାହାଙ୍କ ଲୋକଙ୍କୁ ଉଦ୍ଧାର କରନ୍ତି I
  • ବିଚାରପତି ପୁସ୍ତକରେ, ଏକ ମିଖା ନାମକ ବ୍ୟକ୍ତିର କାହାଣୀ ଅଛି ଯେ ଏଫରେମରେ ବାସ କରୁଥିଲା ଯେ ଚାନଦୀରେ ଏକ ମୂର୍ତ୍ତି ନିର୍ମାଣ କରିଥିଲା I

ଏକ ଯୁବା ଲେବିୟ ଯାଜକ ତାହା ନିକଟକୁ ମିସିବାକୁ ଆସି ତାହାର ମୂର୍ତ୍ତି ଆଉ ଅନ୍ୟ ବସ୍ତୁ ଚୋରୀ କରି ନେଇ ଯାଇଥିଲା ଓ ଦାନୀୟ ସହ ଚୋରୀ କରିଥିଲା I ପରିଶେଷରେ ଦାନୀୟ ଓ ଯାଜକ ଲାଇଶ୍ ସହରରେ ବାସ କଲେ ଓ ସେମାନେ ସେହି ଚାନ୍ଦିର ମୂର୍ତ୍ତି କୁ ସ୍ଥାପନ କରି ତାହାର ଉପାସନା କଲେ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଆହୁରି ଦେଖନ୍ତୁ: ଆସିରୀୟ, ଦାନ, ଏଫରେମ, ଭଣ୍ଡ ଦେବ, ଯିଶାଇୟ, ଯିହୁଦା, ବିଚାରକର୍ତ୍ତା, ଲେବିୟ, ଭବିଷ୍ୟବକ୍ତା, ସମରୀୟ, ଚାନ୍ଦି)

ବାଇବଲ ପଦପର୍ବ:

{{ଟେଗ୍ > ପ୍ରକାଶନ କେଟି ଲିଂକ୍}

ବୋର୍ଡ ଡାଟା :

  • Strong's: H4316, H4318