or_tw/bible/names/isaiah.md

5.0 KiB
Raw Permalink Blame History

ଯିଶାଇୟ

ତଥ୍ୟ:

ଯିଶାଇୟ ଏକ ଭବିଷ୍ୟବକ୍ତା ଅଟନ୍ତି ଯେ ଯିହୁଦାର ରାଜାମାନଙ୍କ ସମୟରେ ଭବିଷ୍ୟବାଣୀ କରିଥିଲେ I ରାଜାମାନେ:ଉସୀୟ, ଯୋଥମ, ଆହସ, ହିଜିକିୟ .

  • ସେ ଯିରୁଶାଲାମରେ ସେହି ସମୟରେ ରହୁଥିଲେ ଯେଉଁ ସମୟରେ ହିଜିକିୟ ରାଜାଙ୍କ ସମୟରେ ଆସିରୀୟମାନେ ନଗର ଉପରେ ଆକ୍ରମଣ କରୁଥିଲେ I
  • ପୁରାତନ ନିୟମରେ ଯିଶାଇୟ ପୁସ୍ତକ, ବଡ଼ ପୁସ୍ତକ ମଧ୍ୟରେ ଆସେ I
  • ଯିଶାଇୟ ଅନେକ ଭବିଷ୍ୟବାଣୀ ଲେଖିଥିଲେ ଯାହା ସେ ଜୀବିତ ଥିବା ସମୟରେ ପୂର୍ଣ୍ଣ ହୋଇଥିଲା I
  • ଯିଶାଇୟ ସେହିସବୁ ଭବିଷ୍ୟବାଣୀ ନିମନ୍ତେ ପ୍ରସିଦ୍ଧ ଯାହା ସେ ଖ୍ରୀଷ୍ଟଙ୍କ ବିଷୟରେ ୭୦୦ ବର୍ଷ ପୂର୍ବରେ ଲେଖିଥିଲେ ଓ ତାହା ଯୀଶୁ ଯେତେବେଳେ ଜୀବିତଥିଲେ ସେହି ସମୟରେ ପୂର୍ଣ୍ଣ ହେଲା I
  • ଯୀଶୁ ଓ ତାହା ଙ୍କ ଶିଷ୍ୟମାନେ ଖ୍ରୀଷ୍ଟଙ୍କ ବିଷୟ ଶିକ୍ଷା ଦେବା ନିମନ୍ତେ ଯିଶାଇୟ ଭବିଷ୍ୟବକ୍ତା ଙ୍କ ଲେଖାରୁ ଉଲ୍ଲେଖ କରନ୍ତି I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଆହସ, ଆସିରୀୟ, ଖ୍ରୀଷ୍ଟ, ହିଜିକିୟ, ଯୋଥାମ, ଜିହୁଡା, ଭବିଷ୍ୟବକ୍ତା, ଉସୀୟ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୨୧:୦୯ ଭବିଷ୍ୟବକ୍ତା ଯିଶାଇୟ ଭବିଷ୍ୟବାଣୀକରିଥିଲେ ଯେ ଖ୍ରୀଷ୍ଟ କୁମାରୀ ଗର୍ଭରୁ ଜାତ ହେବେ I
  • ୨୧:୧୦ ଭବିଷ୍ୟବକ୍ତା ଯିଶାଇୟ କହିଥିଲେ ଯେ ମସିହା ଦୁଖୀ ଜନ ମଧ୍ୟରେ ଗାଲିଲିରେ ବାସ କରିବେ ଓ ସ୍ୱତନ୍ତ୍ରତାର ଘୋଷଣା କରିବେ ବନ୍ଦୀମାନଙ୍କୁ ମୁକ୍ତ କରିବେ I
  • ୨୧:୧୧ ଭବିଷ୍ୟବକ୍ତା ଯିଶାଇୟ ଭବିଷ୍ୟବାଣୀକରିଥିଲେ ଯେ ଖ୍ରୀଷ୍ଟ ବିନା କାରଣରେ ଘୃଣିତ ଓ ତୁଛି କୃତ ହେବେ I
  • ୨୧:୧୨ ଭବିଷ୍ୟବକ୍ତା ଯିଶାଇୟ ଭବିଷ୍ୟବାଣୀକରିଥିଲେ ଯେ ଲୋକମାନେ ଖ୍ରୀଷ୍ଟଙ୍କ ଉପରେ ଛେପ ପକାଇବେ, ନିନ୍ଦା କରିବେ ଓ ମାରିବେ I
  • ୨୬: ସେମାନେ __ଯିଶାଇୟ __ଭବିଷ୍ୟବକ୍ତାଙ୍କ ପୁସ୍ତକ ତାହାଙ୍କ ହାତରେ ଦେଲେ କି ସେ ସେହି ମଧ୍ୟ ରୁ ପଠନ କରନ୍ତି I

ଯୀଶୁ ପୁସ୍ତକ ଖୋଲିଲେ ଓ ତାହାଙ୍କ ସମ୍ମୁଖରେ ପଠନ କଲେ I

  • ୪୫:୦୮ ଯେତେବେଳେ ଫିଲିପି ରଥ ପାଖରେ ପହଁଚିଲେ, ସେ ଶୁଣିଲେ ଯେ ଏଥୋପିୟ ର ନପୁଂଶକ __ଯିଶାଇୟ __ ଭବିଷ୍ୟବକ୍ତାଙ୍କ ପୁସ୍ତକରୁ ପଠନ କରୁ ଅଛନ୍ତି I
  • ୪୫:୧୦ ଫିଲିପି ଏଥୋପିୟ ର ନପୁଂଶକକୁ ବ୍ୟାଖ୍ୟା କଲେ ଯେ __ ଯିଶାଇୟ__ଯୀଶୁଙ୍କ ବିଷୟରେ ଉଲ୍ଲେଖ କରି ଅଛନ୍ତି I

ବୋର୍ଡ ଡାଟା :

  • Strong's: H3470, G2268