or_tw/bible/names/kidronvalley.md

2.4 KiB
Raw Permalink Blame History

କିଦ୍ରୋଣ ପଦା

ତଥ୍ୟବଳୀ:

କିଦ୍ରୋଣ ପଦା ଯିରୂଶାଲମ ସହର ବାହାରେ, ଏହାର ପୂର୍ବ ଏବଂ ଜୀତ ପର୍ବତ ମଧ୍ୟରେ ଏକ ଗଭୀର ଉପତ୍ୟକା ଅଟେ ।

  • ଉପତ୍ୟକା ୧୦୦୦ ମିଟର ଗଭୀର ଏବଂ ପ୍ରାୟ ୩୨ କିଲୋମିଟର ଲମ୍ବ ଅଟେ ।
  • ଯେତେବେଳେ ରାଜା ଦାଉଦ ତାଙ୍କ ପୁତ୍ର ଅବଶଲୋମଠାରୁ ପଳାଉଥିଲେ, ସେତେବେଳେ ସେ କିଦ୍ରୋଣ ପଦାଦେଇ ଜୀତ ପର୍ବତକୁ ଯାଇଥିଲେ।
  • ଯୋଶିୟ ରାଜା ଏବଂ ଯିହୁଦାର ରାଜା ଆସା ଆଦେଶ ଦେଲେ ଯେ ମିଥ୍ୟା ଦେବତାମାନଙ୍କର ଉଚ୍ଚ ସ୍ଥାନ ଓ ଯଜ୍ଞବେଦି ଭାଙ୍ଗି ଦିଆଯାଉ। ପାଉଁଶକୁ କିଡ୍ରନ୍ କିଦ୍ରୋଣରେ ଫିଙ୍ଗି ଦିଆଗଲା ।
  • ରାଜା ହିଜକିୟଙ୍କ ଶାସନ କାଳରେ, କିଦ୍ରୋଣ ପଦା ଯେଉଁଠାରେ ଯାଜକମାନେ ମନ୍ଦିରରୁ ବାହାର କରିଥିବା ସମସ୍ତ ଅପବିତ୍ର ବସ୍ତୁକୁ ଫିଙ୍ଗୁଥିଲେ।
  • ଦୁଷ୍ଟ ରାଣୀ ଆଥାଲିୟା ଏହି ଉପତ୍ୟକାରେ ହତ୍ୟା କରାଯାଇଥିଲା ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡିକ କିପରି ଅନୁବାଦ କରିବେ)

(ଆହୁରି ମଧ୍ୟ ଦେଖନ୍ତୁ: ଆବଶଲୋମ, ଆସା, ଅଥଲିୟା, ଦାଉଦ, ମିଥ୍ୟା ଦେବତା, ହିଜକିୟ, ଉଚ୍ଚସ୍ଥାନ, ଯୋଶିୟ, ଯିହୁଦା, ଜୀତ ପର୍ବତ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H5674, H6939, G27480, G54930