or_tw/bible/names/asa.md

1.8 KiB

ଆସା

ତଥ୍ୟମାନ:

ଆସା ଜଣେ ରାଜାଥିଲେ ଯେ ଯିହୁଦା ଦେଶ ଉପରେ ଖ୍ରୀଷ୍ଟପୂର୍ବ ୯୧୩ଠାରୁ ଖ୍ରୀଷ୍ଟପୂର୍ବ ୮୭୩ ପର୍ଯ୍ୟନ୍ତ ଚାଳିଶ ବର୍ଷ କାଳ ଶାସନ କରିଥିଲେ I

  • ଆସା ରାଜା ଏକ ଉତ୍ତମ ରାଜାଥିଲେ, ଯେ ଭଣ୍ଡ ପ୍ରଭୁମାନଙ୍କ ଅନେକ ମୂର୍ତ୍ତୀ ବାହାର କରିଥିଲେ ଏବଂ ଇସ୍ରାଏଲରେ ସଦାପ୍ରଭୁଙ୍କ ଆରାଧନା ଆରମ୍ଭ କଲେ I
  • ସଦାପ୍ରଭୁ ରାଜା ଆସାଙ୍କୁ ଅନ୍ୟ ଦେଶ ବିରୁଦ୍ଧରେ ଯୁଦ୍ଧ କଲାବେଳେ ସଫଳତା ଦେଲେ I
  • ତତ୍ପରେ ତାଙ୍କ ଶାସନ କାଳରେ, କୌଣସି ଭାବାରେ, ଆସା ରାଜା ସଦପ୍ରଭୁଙ୍କ ଉପରେ ବିଶ୍ୱାସ କରିବା ବନ୍ଦ କରିଦେଲେ ଏବଂ ଏକ ରୋଗରେ ପୀଡିତ ହୋଇ କାଳକ୍ରମେ ମୃତ୍ୟୁଭୋଗ କଲେ I

(ଅନୁବାଦର ପ୍ରସ୍ତାବିତ ବିଷୟମାନ: ନାମର ଅନୁବାଦ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H609