or_tw/bible/other/highplaces.md

3.1 KiB
Raw Permalink Blame History

ଉଚ ସ୍ଥାନ, ଉଚ ସ୍ଥାନ ସକଳ

ସଂଜ୍ଞା:

“ଉଚ ସ୍ଥାନ” ଶବ୍ଦର ଅର୍ଥ ବେଦୀ ଓ ପୁଣ୍ୟ ପିଠ ଯାହା ମୂର୍ତ୍ତି ପୂଜା ନିମନ୍ତେ ବ୍ୟବହୃତ ହୁଏ I ଏହି ସବୁ ସାଧାରଣତଃ ଉଚ ସ୍ଥାନରେ ଉଚ ପଡ଼ିଆରେ ନିର୍ମିତ ହେଉଥିଲେ, ଯେପରିକି ଉଚ ପର୍ବତ କିଅବା ପର୍ବତ ପାଖରେ I

  • ଇସରେଲର ଅନେକ ରାଜା ଉଚ ସ୍ଥାନରେ ମିଥ୍ୟା ନିମନ୍ତେ ଭଣ୍ଡ ଦେବ ବେଦୀ ନିର୍ମାଣ କରି ପାପ କଲେ I

ଏହି ସବୁ ଲୋକଙ୍କ ନିମନ୍ତେ ମୂର୍ତ୍ତି ପୂଜା କରିବାରେ ଅତି ଭାଗୀଦାରୀଥିଲା I

  • ଏହା ଏହି ପ୍ରକାର ହୁଏ ଯେତେବେଳେ ଯିହୁଦାରେ ଓ ଓ ଇସ୍ରାଏଲରେ ଇଶ୍ୱର ଭକ୍ତ ଶାସନ କରିବାକୁ ଆରମ୍ଭ କଲେ, ଅନେକ ସମୟରେ ସେ ମୂର୍ତ୍ତି ପୂଜା ବନ୍ଦ ଉଚ ସ୍ଥାନ ଓ ବେଦୀ ବିନାଶ କରନ୍ତି I
  • ଯାହା ମଧ୍ୟ ହେଉ, କେତେକ ଭଲ ରାଜା ଅବହେଳା ହୋଇ ଉଚ୍ଚ ସ୍ଥାନ ନାଶ କରି ନଥିଲେ, ଯାହା ସମ୍ପୂର୍ଣ୍ଣ ଇସ୍ରାଏଲ ଦେଶ କୁ ମୂର୍ତ୍ତି ପୂଜା ନିମନ୍ତେ ବନ୍ଦ ହୋଇ ପାରୁ ନଥିଲେ I

ଅନୁବାଦ ପ୍ରସ୍ତାବ:

  • ଅଲଗା ପ୍ରକାରେ ଏହାକୁ ଅନୁବାଦ କଲେ “ମୂର୍ତ୍ତି ପୂଜା ନିମନ୍ତେ ଚଡିବା ସ୍ଥାନ “କିଅବା “ପର୍ବତ ଶିଖର ମୂର୍ତ୍ତି ପୁଣ୍ୟ ପିଠ “କିଅବା “ଛୋଟ ପାହାଡ଼ ମୂର୍ତ୍ତି ପାଇଁ ବେଦୀ “ରୂପରେ ଅନୁବାଦ କରାଯାଏ I
  • ନିଶ୍ଚିନ୍ତ ହୁଅନ୍ତୁ ଏହି ଶବ୍ଦ ମୂର୍ତ୍ତି ବେଦୀ କୁ ଦର୍ଶାଏ, କେବଳ ଉଚ ସ୍ଥାନ ନୁହେଁ ଯେଉଁଠାରେ ପୁର୍ତୀ ସବୁ ଅଛି I

(ଆହୁରି ଦେଖନ୍ତୁ: ବେଦୀ, ମିଥ୍ୟା ଇଶ୍ୱର, ପୂଜା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1116, H1181, H1354, H2073, H4791, H7311, H7413