or_tw/bible/names/mountofolives.md

1.9 KiB
Raw Permalink Blame History

ଜୈତୁନ ପର୍ବତ

ପରିଭାଷା:

ଜୈତୁନ ପର୍ବତ ଏକ ପର୍ବତ ବଡ଼ ପାହାଡ଼ ଅଟେ ଯାହା ଯିରୂଶାଲମ ସହରର ପୂର୍ବରେ ଅବସ୍ଥିତ ଅଟେ I ଏହା ପ୍ରାୟ 787 ମିଟର ଉଚ୍ଚ ଅଟେ I

  • ପୁରାତନ ନିୟମରେ ବେଳେବେଳେ ଏହି ପର୍ବତକୁ “ଯିରୂଶାଲମର ପୂର୍ବରେ ଅବସ୍ଥିତ ପର୍ବତ” କୁହାଯାଏ I
  • ନୂତନ ନିୟମରେ ଅନେକ ସମୟରେ ଏହା ଉଲ୍ଲେଖ ଅଛି ଯେତେବେଳେ ଯୀଶୁ ଓ ତାହାଙ୍କର ଶିଶୟମାନେ ଜୈତୁନ ପର୍ବତକୁ ପ୍ରାର୍ଥନା ଓ ବିଶ୍ରାମ କରିବାକୁ ଗଲେ I
  • ଯୀଶୁଙ୍କୁ ଅଲିଭ୍ ପର୍ବତରେ ଅବସ୍ଥିତ ଗେଥ୍‌ଶିମାନୀ ବଗିଚାରେ ଗିରଫ କରାଯାଇଥିଲା I
  • ଏହାକୁ “ଜୀତ ପାହାଡ଼” କିମ୍ବା  “ଜୀତ ବୃକ୍ଷର ପର୍ବତ” ବୋଲି  ଅନୁବାଦ କରାଯାଇପାରିବ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଗେଥ୍‌ଶିମାନୀ, ଜୀତ: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: H2022, H2132, G37350, G16360