or_tw/bible/names/athaliah.md

2.0 KiB
Raw Permalink Blame History

ଅଥଲୀୟା

ତଥ୍ୟମାନ:

ଅଥଲୀୟା ଯିହୁଦାର ରାଜା ଯିହୋରାମଙ୍କ ଦୁଷ୍ଟ ସ୍ତ୍ରୀଥିଲେ I ସେ ଇସ୍ରାଏଲର ଦୁଷ୍ଟ ରାଜା ଅମ୍ରିଙ୍କ ନାତୁଣୀଥିଲେ I

  • ଯିହୋରାମଙ୍କ ମୃତ୍ୟୁ ପରେ ଅଥଲୀୟାଙ୍କ ପୁତ୍ର ଅହସୀୟ ରାଜା ହେଲେ I
  • ଯେତେବେଳେ ଅଥଲୀୟାଙ୍କ ପୁତ୍ର ଅହସୀୟ ମୃତ୍ୟୁବରଣ କଲେ, ଅଥଲୀୟା ରାଜାଙ୍କ ପରିବାରର ବାକି ସଦସ୍ୟମାନଙ୍କୁ ହତ୍ୟା କରରିବାକୁ ଯୋଜନା କଲେ I
  • କିନ୍ତୁ ଅଥଲୀୟାର ଯୁବା ନାତି ଯୋୟାଶ ତାଙ୍କ ପିଉସୀଙ୍କ ଦ୍ୱାରା ଲୁଚିଥିଲେ ଏବଂ ହତ୍ୟା ହେବାଠାରୁ ବଞ୍ଚିଯାଇଥିଲେ I

ଦେଶରେ ଅଥଲୀୟାଙ୍କ ଛଅ ବର୍ଷର ଶାସନ ପରେ, ତାଙ୍କୁ ହତ୍ୟା କରାଯାଇଥିଲା ଏବଂ ଯୋୟାଶ ରାଜା ହୋଇଥିଲେ I

(ଅନୁବାଦର ପ୍ରସ୍ତାବିତ ସୂଚନାମାନ: ନାମର ଅନୁବାଦ କିପରି କରାଯାଏ)

(ମଧ୍ୟ ଦେଖିପାରିବା: ଅହସୀୟ, ଯିହୋରାମ, ଯୋୟାଶ, ଅମ୍ରି)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6721