or_tw/bible/names/ahaziah.md

2.2 KiB
Raw Permalink Blame History

ଅହସୀୟ

ତଥ୍ୟମାନ:

ଅହସୀୟ ଦୁଇଟି ରାଜାଙ୍କର ନାମଥିଲା: ଜଣେ ଇସ୍ରାଏଲ ରାଜ୍ୟକୁ ଶାସନ କରୁଥିଲେ ଏବଂ ଅନ୍ୟ ଜଣ ଯିହୁଦା ରାଜ୍ୟକୁ ଶାସନ କରୁଥିଲେ I

  • ଯିହୁଦା ରାଜ୍ୟର ରାଜା ଅହସୀୟ ଯିହୋରାମ ରାଜାଙ୍କ ପୁତ୍ରଥିଲେ I

ସେ ଏକ ବର୍ଷ ପାଇଁ ରାଜତ୍ୱ କଲେ (ଖ୍ରୀଷ୍ଟପୂର୍ବ ୮୪୧) ଏବଂ ତତ୍ପରେ ସେ ଯେହୁଙ୍କ ଦ୍ୱାରା ହତ୍ୟା କରାଯାଇଥିଲେ I

ଅନ୍ତିମରେ ଅହସୀୟଙ୍କ କନିଷ୍ଠ ପୁତ୍ର ଯୋୟାଶ ରାଜା ଭାବରେ ତାଙ୍କ ସ୍ଥାନ ଅଧିକାର କଲେ I

  • ଇସ୍ରାଏଲର ରାଜା ଅହସୀୟ, ଆହାବ ରାଜାଙ୍କ ପୁତ୍ରଥିଲେ I

ସେ ଦୁଇ ବର୍ଷ ପାଇଁ ରାଜତ୍ୱ କଲେ (ଖ୍ରୀଷ୍ଟପୂର୍ବ ୮୫୦-୮୪୯) I

ସେ ତାଙ୍କ ପ୍ରାସାଦରେ ପଡି ଆଘାତ ପ୍ରାପ୍ତ ହୋଇ ପ୍ରାଣ ତ୍ୟାଗ କଲେ, ଏବଂ ତାଙ୍କ ଭାଇ ଯିହୋରାମ୍‌ ରାଜା ହେଲେ I

(ଅନୁବାଦର ସୂଚନାମାନ: ନାମର ଆନୁବାଦ କିପରି କରାଯାଏ)

(ମଧ୍ୟ ଦେଖିପାରିବା: ଯେହୁ, ଆହାବ, ଯାରବିୟାମ, ଯୋୟାଶ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H274