or_tw/bible/names/joash.md

2.7 KiB
Raw Permalink Blame History

ଯୋଆଶ

ତଥ୍ୟ:

ପୁରାତନ ନିୟମରେ ଯୋଆଶ ଅନେକ ଲୋକଙ୍କର ନାମ ଅଛି I

  • ଏକ ଯୋଆଶ ହେଉଛନ୍ତି ଇସ୍ରାଏଲର ଉଦ୍ଧାରକର୍ତ୍ତା ଗିଗିୟନ ର ପିତା ଅଟନ୍ତି I
  • ଆଉ ଏକ ବ୍ୟକ୍ତିର ର ନାମ ଯୋଆଶ ଯେ ଜାକୁବର ପୁତ୍ର ବେନଜାମିଂ ର ବଂଶଧର ଅଟେ I
  • ପ୍ରସିଦ୍ଧ ଯୋଆଶ ହେଉଛନ୍ତି ଯିହୁଦା ର ରାଜା ଏଗାର ବର୍ଷରେ ହୋଇଥିଲେ I

ସେ ଯିହୁଦା ର ରାଜା ଆହସିୟ ର ପୁତ୍ରଥିଲେ, ଯାହାକୁ ହତ୍ୟା କରା ଯାଇଥିଲା I

  • ଯେତେବେଳେ ଯୋଆଶ ଏକ ଛୋଟ ପିଲାଥିଲେ, ତାହାର ମାଉସୀ ତାହାକୁ ସୁରକ୍ଷାରେ ବଡ଼ ହେବାଯାଏ ରଖିଥିଲା ଯେଯାଏ ସେ ରାଜା ହେବା ପାଇଁ ଅଭିଶିକ୍ତ ହୋଇ ନଥିଲେ I
  • ରାଜା ଯୋଆଶ ଏକ ଉତ୍ତମ ରାଜାଥିଲେ ଯେ ପ୍ରଥମରେ ପରମେଶ୍ୱରଙ୍କର ଆଜ୍ଞାକାରୀଥିଲେ I

କିନ୍ତୁ ସେ ଉଚ ସ୍ଥାନମାନ ଦୁର କରି ନଥିଲେ ଓ ଇସରେଲିୟମାନେ ପୁଣିଥରେ ପ୍ରତିମା ପୂଜା କରିବା ଆରମ୍ଭ କରି ଦେଇଥିଲେ I

  • ଯୋଆଶ ରାଜା ଯେତେବେଳେ ଯିହୁଦାରେ ରାଜୁତି କରୁଥିଲେ ସେହି ସମୟରେ ଯିହୋୟାଶ ରାଜା ଇସ୍ରାଏଲରେ ରାଜୁତି କରୁଥିଲେ I

ସେମାନେ ଦୁହେଁ ଅଲଗା ଅଲଗା ରାଜାଥିଲେ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଆହୁରି ଦେଖନ୍ତୁ: ଆହସିୟ, ବେଦୀ, ବିନ୍ୟାମିନ୍‌, ଭଣ୍ଡ ଦେବ, ଗିଦିୟନ, ଉଚ ସ୍ଥାନ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3101, H3135