or_tw/bible/names/benjamin.md

2.0 KiB
Raw Permalink Blame History

ବିନ୍ୟାମିନ, ବିନ୍ୟାମିନୀୟ

ଘଟଣାବଳି:

ବିନ୍ୟାମିନ ହେଉଛି ଯାକୁବ ଓ ରାହେଲ ଦ୍ୱାରା ଜନ୍ମିତ ସବୁଠାରୁ ସାନ ପୁଅ ׀ ତାହାର ଅର୍ଥ ହେଉଛି "ମୋର ଦକ୍ଷିଣ ହସ୍ତର ସନ୍ତାନ" ׀

  • ସେ ଏବଂ ତାହାର ବଡ଼ଭାଇ ଯୋଶେଫ ଦୁହେଁ ରାହେଲ ର ସନ୍ତାନଥିଲେ ଯିଏକି ବିନ୍ୟାମିନ ର ଜନ୍ମ ପରେ ମୃତ୍ୟୁ ବରଣ କରିଥିଲେ ׀
  • ବିନ୍ୟାମିନର ବଂଶଧର ଇସ୍ରାଏଲ ବାର ଗୋଷ୍ଠୀ ମଧ୍ୟରୁ ଗୋଟିଏଥିଲେ
  • ଶାଉଲ ରାଜା ବିନ୍ୟାମିନ ଗୋଷ୍ଠୀରୁ ଆସିଥିଲେ ׀
  • ପ୍ରେରିତ ପାଉଲ ମଧ୍ୟ ବିନ୍ୟାମିନ ଗୋଷ୍ଠୀ ରୁ ଆସିଥିଲେ ׀

ଅନୁବାଦର ପ୍ରସ୍ତାବ

ନାମ ଗୁଡ଼ିକର କିପରି ଅନୁବାଦ ହେବ

(ଦେଖନ୍ତୁ: ଇସ୍ରାଏଲ, ଯାକୁବ, ଯୋଶେଫ, ପାଉଲ, ରାହେଲ, ଇସ୍ରାଏଲ ବାର ଗୋଷ୍ଠୀ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H1144, G958