or_tw/bible/names/rachel.md

2.2 KiB

ରାହେଲ

ସତ୍ୟ ଘଟଣାବଳିଗୁଡ଼ିକ:

ରାହେଲ ଯାକୁବଙ୍କ ଭାର୍ଯ୍ୟମାନଙ୍କ ମଧ୍ୟରେ ଜଣେ ଥିଲେ I ସେ ଯୋଷେଫ ଏବଂ ବିନ୍ୟାମୀନର ମାତା ଥିଲେ, ଯାହାର ବଂଶଧରମାନେ ଇସ୍ରାଏଲର ବାରଟି ଗୋଷ୍ଠୀ ମଧ୍ୟରୁ ତିନିଜଣ ହେଲେ I

  • ରାହେଲ ଏବଂ ତାଙ୍କ ଭଉଣୀ ଲେୟା ଯାକୁବଙ୍କ ମାମୁଁ ଲାବନର କନ୍ୟା ଥିଲେ। I
  • ଅନେକ ବର୍ଷ ଧରି ରାହେଲ କୌଣସି ସନ୍ତାନ ପ୍ରସବ କରିପାରି ନଥିଲେ I ତା’ପରେ ଈଶ୍ୱର ତାହାଙ୍କୁ ଯୋଷେଫକୁ ପ୍ରସବ କରିବା ନିମନ୍ତେ ଗର୍ଭଧାରଣର ଶକ୍ତି ଦେଲେ I
  • ଅନେକ ବର୍ଷ ପରେ, ବିନ୍ୟାମୀନକୁ ପ୍ରସବ କରି, ରାହେଲ ମୃତ୍ୟୁବରଣ କଲେ ଏବଂ ଯାକୁବ ତାଙ୍କୁ ବେଥଲିହିମ ନିକଟରେ ସମାଧି ଦେଲେ I

(ଅନୁବାଦ ପ୍ରସ୍ତାବଗୁଡ଼ିକ: କିପରି ନାମଗୁଡ଼ିକୁ ଅନୁବାଦ କରାଯିବ)

( ବେଥଲିହିମ, ଯାକୁବ, ଲାବନ, ଲେୟା, ଯୋଷେଫ(ପୁରାତନ ନିୟମ), ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀଗଣ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H7354, G44780