or_tw/bible/names/rachel.md

27 lines
2.2 KiB
Markdown

# ରାହେଲ
## ସତ୍ୟ ଘଟଣାବଳିଗୁଡ଼ିକ:
ରାହେଲ ଯାକୁବଙ୍କ ଭାର୍ଯ୍ୟମାନଙ୍କ ମଧ୍ୟରେ ଜଣେ ଥିଲେ I ସେ ଯୋଷେଫ ଏବଂ ବିନ୍ୟାମୀନର ମାତା ଥିଲେ, ଯାହାର ବଂଶଧରମାନେ ଇସ୍ରାଏଲର ବାରଟି ଗୋଷ୍ଠୀ ମଧ୍ୟରୁ ତିନିଜଣ ହେଲେ I
* ରାହେଲ ଏବଂ ତାଙ୍କ ଭଉଣୀ ଲେୟା ଯାକୁବଙ୍କ ମାମୁଁ ଲାବନର କନ୍ୟା ଥିଲେ। I
* ଅନେକ ବର୍ଷ ଧରି ରାହେଲ କୌଣସି ସନ୍ତାନ ପ୍ରସବ କରିପାରି ନଥିଲେ I ତା’ପରେ ଈଶ୍ୱର ତାହାଙ୍କୁ ଯୋଷେଫକୁ ପ୍ରସବ କରିବା ନିମନ୍ତେ ଗର୍ଭଧାରଣର ଶକ୍ତି ଦେଲେ I
* ଅନେକ ବର୍ଷ ପରେ, ବିନ୍ୟାମୀନକୁ ପ୍ରସବ କରି, ରାହେଲ ମୃତ୍ୟୁବରଣ କଲେ ଏବଂ ଯାକୁବ ତାଙ୍କୁ ବେଥଲିହିମ ନିକଟରେ ସମାଧି ଦେଲେ I
(ଅନୁବାଦ ପ୍ରସ୍ତାବଗୁଡ଼ିକ: [କିପରି ନାମଗୁଡ଼ିକୁ ଅନୁବାଦ କରାଯିବ](rc://*/ta/man/translate/translate-names))
( [ବେଥଲିହିମ](../names/bethlehem.md), [ଯାକୁବ](../names/jacob.md), [ଲାବନ](../names/laban.md), [ଲେୟା](../names/leah.md), [ଯୋଷେଫ](../names/josephot.md)(ପୁରାତନ ନିୟମ), [ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀଗଣ](../other/12tribesofisrael.md) ଦେଖନ୍ତୁ)
## ବାଇବେଲ ପଦପର୍ବଗୁଡ଼ିକ:
* [ଆଦିପୁସ୍ତକ 29: 6](rc://*/tn/help/gen/29/04)
* [ଆଦିପୁସ୍ତକ 29:19-20](rc://*/tn/help/gen/29/19)
* [ଆଦିପୁସ୍ତକ 29: 30](rc://*/tn/help/gen/29/28)
* [ଆଦିପୁସ୍ତକ 31: 6](rc://*/tn/help/gen/31/04)
* [ଆଦିପୁସ୍ତକ 33:1-3](rc://*/tn/help/gen/33/01)
* [ମାଥିଉ 2: 18](rc://*/tn/help/mat/02/17)
## ଶବ୍ଦବିନ୍ୟାସ :
* Strong's: H7354, G44780