or_tw/bible/names/bethlehem.md

3.0 KiB
Raw Permalink Blame History

ବେଥଲିହିମ, ଇଫ୍ରାଥା

ସତ୍ୟ ଘଟଣାବଳୀ:

ବେଥଲିହିମ ଇସ୍ରାଏଲର ଯିରୂଶାଲମ ସହରର ନିକଟବର୍ତ୍ତୀ ଏକ ଛୋଟ ସହର ଥିଲା ׀ ଏହା “ଇଫ୍ରାଥା” ନାମରେ ମଧ୍ୟ ପ୍ରଚଳିତ ଥିଲା ଏହା ହୁଏତ ଏହାର ମୂଳ ନାମ ଅଟେ ׀

  • ବେଥଲିହିମକୁ “ଦାଉଦଙ୍କ ନଗର” ବୋଲି ମଧ୍ୟ କୁହାଯାଏ କାରଣ ସେଠାରେ ରାଜା ଦାଉଦ ଜନ୍ମଗ୍ରହଣ କରିଥିଲେ ׀
  • ମୀଖା ଭବିଷ୍ୟ‌ଦ୍‌ବକ୍ତା ପ୍ରକାଶ କରିଥିଲେ ଯେ ମସୀହ “ବେଥଲିହିମ ଇଫ୍ରାଥା”ରୁ ଆସିବେ ׀
  • ସେହି ଭବିଷ୍ୟବାଣୀକୁ ପୂରଣ କରି ଅନେକ ବର୍ଷପରେ ଯୀଶୁ ବେଥଲିହିମରେ ଜନ୍ମଗ୍ରହଣ କଲେ ׀
  • ବେଥଲିହିମ ନାମର ଅର୍ଥ  ”ରୁଟିର ଗୃହ” କିମ୍ବା “ଖାଦ୍ୟର ଗୃହ” ଅଟେ ׀

କାଲେବଦାଉଦମୀଖା: ଦେଖନ୍ତୁ)

ବାଇବେଲ ପଦପର୍ବ

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 17:2 ଦାଉଦ ବେଥଲିହିମ ସହରର ଜଣେ ମେଷପାଳକ ଥିଲେ ׀
  • 21:9 ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତା ଭାବବାଣୀ କରିଥିଲେ ଯେ ମସୀହ ଜଣେ କୁମାରୀଙ୍କଠାରୁ ଜନ୍ମ ନେବେ ׀ ମୀଖା ଭବିଷ୍ୟ‌ଦ୍‌ବକ୍ତା ଭାବବାଣୀ କହିଥିଲେ ଯେ ସେ ବେଥଲିହିମ ସହରରେ ଜନ୍ମ ନେବେ ׀
  • 23:4 ଯୋଷେଫ ଏବଂ ମରୀୟମଙ୍କୁ ନାଜରିତରୁ ବେଥଲିହିମ ପର୍ଯ୍ୟନ୍ତ ଲମ୍ବା ପଦଯାତ୍ରା କରିବାକୁ ପଡ଼ିଥିଲା କାରଣ ଦାଉଦ ସେମାନଙ୍କ ଆଦିପିତା ଥିଲେ ଏବଂ ତାହାଙ୍କ ସହର ବେଥଲିହିମ ଥିଲା ׀
  • 23:6“ ମସୀହ, ପ୍ରଭୁ ବେଥଲିହିମରେ ଜନ୍ମ ନେଲେ ׀”

ଶବ୍ଦବିନ୍ୟାସ :

  • Strongs: H0376, H0672, H1035, G09650