or_tw/bible/names/josephot.md

3.8 KiB
Raw Permalink Blame History

ଯୋଷେଫ (ପୁ. ନି)

ତଥ୍ୟ:

ଯୋଷେଫ ଯାକୁବର ଏଗାରତମ ସନ୍ତାନ ଅଟେ ଓ ତା ମାଁ ରାହେଲ ର ପ୍ରଥମ ସନ୍ତାନ ଅଟେ I

  • ଯୋଷେଫ ତାର ପିତାର ପସନ୍ଦିତା ପୁତ୍ରଥିଲେ I
  • ତାର ଭାଇମାନେ ତାହାକୁ ହିଂଶା କରି ଦାସକରୀ ବିକି ଦେଇଥିଲେ I
  • ଯେତେବେଳେ ମିସରରେଥିଲେ ଯୋଷେଫ କୁ ମିଥ୍ୟା ଅଭିଯୋଗ କରି ବନ୍ଦୀ ଘରେ ଢାଳି ଦେଇଥିଲେ I
  • ତାର କଠିନତା ମଧ୍ୟରେ ମଧ୍ୟ ଯୋଷେଫ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ଥଥିଲେ I
  • ପ୍ରଭୁ ତାହାକୁ ମିସରର ଦ୍ୱିତୀୟ ଶକ୍ତିଶାଳୀ ପଦବୀରେ ବସାଇଲେ ଓ ଯେତେବେଳେ ଅଳ୍ପ ଖାଦ୍ୟଥିଲା ଲୋକଙ୍କୁ ଉଦ୍ଧାର କରିବା ନିମନ୍ତେ ତାହାକୁ ବ୍ୟବହାର କଲେ I

ମିସରର ଲୋକମାନେ ଓ ତାର ପରିବାର ଭୋକରେଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ମିସର, ଯାକୁବ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୦୮: __ଯୋଷେଫର__ର ଭାଇମାନେ ତାହାକୁ ଘୃଣା କଲେ କାରଣ ତାହାର ପିତା ସମସ୍ତ ଭାଇମାନକ ମଧ୍ୟରୁ ତାହାକୁ ଅଧିକ ପସନ୍ଦ କରୁଥିଲା କାରଣ ଯୋଷେଫ ଏହି ସ୍ୱପ୍ନ ଦେଖିଥିଲେ ଯେ ସେ ତାହାଙ୍କର ଶାସକ ହେବେ I
  • ୦୮:୦୪ କ୍ରୀତଦାସ ବ୍ୟବସାୟୀମାନେ __ଯୋଷେଫ__କୁ ମିସର ନେଇ ଗଲେ I
  • ୦୮:୦୫ ବନ୍ଦିଘରେ ମଧ୍ୟ, ଯୋଷେଫ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ଥଥିଲେ ଓ ପରମେଶ୍ୱର ତାହାକୁ ଆଶୀର୍ବାଦ କଲେ I
  • ୦୮:୦୭ ପରମେଶ୍ୱର __ଯୋଷେଫ__କୁ ସ୍ୱପ୍ନ ର ଅର୍ଥ କହିବାକୁ ଦକ୍ଷତା ପ୍ରଦାନ କରିଥିଲେ ତେଣୁ ଫାର ତାହାକୁ ବନ୍ଦୀ ଘରୁ ବାହାର କରି ଆଣିଲେ I
  • ୦୮:୦୯ ଯୋଷେଫ ଲୋକଙ୍କୁ କହିଲେ ଯେ ଯେଉଁ ସାତ ବର୍ଷରେ ଉତ୍ତମ ଫସଲ ହେବ ସେହି ସମୟରେ ଖାଦ୍ୟ ସଂଗ୍ରହ କରି ରଖ I
  • ୦୯: ମିସର ଲୋକମାନେ ଆଉ __ଯୋଷେଫ__କୁ ନା ସେ ତାହାଙ ପ୍ରତି ଯାହାକିଛି କରିଥିଲେ ଆଉ ମନେ ରଖୀଲେ ନାହିଁ I

ବୋର୍ଡ ଡାଟା :

  • Strong's: H3084, H3130, G2500, G2501