or_tw/bible/names/jeroboam.md

4.4 KiB
Raw Permalink Blame History

ଜେରୋବୋଆମ୍

ତଥ୍ୟ:

ବାବୋତର ପୁତ୍ର ଜେରୋବୋଆମ୍ ଇସ୍ରାଏଲ ର ଉତ୍ତର ରାଜ୍ୟ ର ପ୍ରଥମ ରାଜାଥିଲେ ଯେ ଖ୍ରୀଷ୍ଟ ପୂର୍ବ ୯୦୦-୯୧୦ରେ ରାଜୁତି କରୁଥିଲେ I ଆଉ ଏକ ଜେରୋବୋଆମ୍ ଯିହୋୟାସ ର ପୁତ୍ର ସେ ମଧ୍ୟ ଇସ୍ରାଏଲରେ ୧୨୦ ବର୍ଷ ପରେ ଶାସନ କଲେ I

  • ସଦାପ୍ରଭୁ ନାବତ ର ପୁତ୍ର ଜେରୋବୋଆମ୍ କୁ ଏକ ଭବିଷ୍ୟବାଣୀ ଦେଲେ ଯେ ସେ ସଲମନ ପରେ ରାଜା ହେବ ଓ ସେ ଇସ୍ରାଏଲ ର ଦଶ ଜାତି ଉପରେ ରାଜ କରିବ I
  • ଯେତେବେଳେ ସଲମନ ମରି ଗଲେ, ଉତ୍ତରର ଦଶଟି ଇସ୍ରାଏଲ ଜାତି ସଲମନ ର ପୁତ୍ର ରିହୋବୋଆମ ବିରୁଧରେ ଗଲେ ଓ ଜେରୋବୋଆମ କୁ ରାଜା କଲେ ଓ ରିହୋବୋଆମ କୁ ଆଉ ଦୁଇଟି ଦକ୍ଷିଣର, ଜାତି ଯିହୁଦା ଓ ବେନଜାମିନ ଉପରେ ରାଜା କରି ଛାଡ଼ି ଗଲେ I
  • ଜେରୋବୋଆମ୍ ଏକ ଦୁଷ୍ଟ ରାଜାଥିଲେ ଯେ ଇସ୍ରାଏଲ ଲୋକଙ୍କୁ ସଦାପ୍ରଭୁକୁ ପୂଜା କରିବାଠାରୁ ଦୁରେଇ ନେଲେ ଓ ତା ବଦଳରେ ମୂର୍ତ୍ତି ସ୍ଥାପନ କଲେ କି ତାର ପୂଜା କରାଯାଏ I

ଇସ୍ରାଏଲ ର ଆଉ ସବୁ ରାଜା ଜେରୋବୋଆମ ର ଉଦାହରଣ ର ଅନୁଗାମୀ ହେଲେ ଓ ତା ପର ମନ୍ଦ ହେଲେ I

  • ଲଗଭଗ ୧୨୦ ବର୍ଷ ପରେ ଆଉ ଏକ ରାଜା ଜେରୋବୋଆମ ଉତ୍ତର ରାଜ୍ୟ ଇସ୍ରାଏଲରେ ଶାସନ କଲେ I

ଏହି ଜେରୋବୋଆମ ରାଜା ଯୋଆସ ର ପୁତ୍ରଥିଲେ ଓ ଇସ୍ରାଏଲ ର ପୂର୍ବର ସମସ୍ତ ରାଜାମାନଙ୍କ ପରି ଦୁଷ୍ଟଥିଲେ I

  • ଇସ୍ରାଲିୟଙ୍କର ଦୁଷ୍ଟତା ଦେଖିଲେ ମଧ୍ୟ, ପରମେଶ୍ୱର ତାହାଙ୍କ ଉପରେ କରୁଣା କଲେ ଓ ଜେରୋବୋଆମ କୁ ସାହାଯ୍ୟ କଲେ କି ତାହାକୁ ଆଉ ଭୂମି ମେଳୁ ଓ ରାଜ୍ୟ ର କ୍ଷେତ୍ର ର ସୀମା କୁ ବଦାଇଲେ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଆହୁରି ଦେଖନ୍ତୁ: ଭଣ୍ଡ ଦେବ, ଇସ୍ରାଏଲ ରାଜ୍ୟ, ଯିହୁଦା, ସଲମନ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୧୮:୦୮ ଆଉ ଦଶଟି ଜାତି ଯେଉଁମାନେରେହୋବୋଆମ ବିରୁଧରେ ବିଦ୍ରୋହ କଲେ ସେମାନେ ଏକ ବ୍ୟକ୍ତିକୁ ତାହାଙ୍କର ନିଯୁକ୍ତ କଲେ, ତାହାର ନାମ __ଜେରୋବୋଆମ__ଥିଲା I
  • ୧୮:୦୯ __ଜେରୋବୋଆମ __ ପରମେଶ୍ୱରଙ୍କ ବିରୁଧରେ ବିଦ୍ରୋହ କଲେ ଓ ଲୋକଙ୍କୁ ପାପ କରାଇଲେ I

ସେ ତାର ଲୋକଙ୍କ ନିମନ୍ତେ ପୂଜା କରିବାକୁ ଦୁଇଟି ମୂର୍ତ୍ତି ସ୍ଥାପନ କଲେ ନାକି ସଦାପ୍ରଭୁ କୁ ଯିହୁଦା ରାଜ୍ୟ ର ମନ୍ଦିରରେ ପୂଜା କରିବାକୁ କହିଲା I

ବୋର୍ଡ ଡାଟା :

  • Strong's: H3379