42 lines
4.4 KiB
Markdown
42 lines
4.4 KiB
Markdown
# ଜେରୋବୋଆମ୍
|
||
|
||
## ତଥ୍ୟ:
|
||
|
||
ବାବୋତର ପୁତ୍ର ଜେରୋବୋଆମ୍ ଇସ୍ରାଏଲ ର ଉତ୍ତର ରାଜ୍ୟ ର ପ୍ରଥମ ରାଜାଥିଲେ ଯେ ଖ୍ରୀଷ୍ଟ ପୂର୍ବ ୯୦୦-୯୧୦ରେ ରାଜୁତି କରୁଥିଲେ I
|
||
ଆଉ ଏକ ଜେରୋବୋଆମ୍ ଯିହୋୟାସ ର ପୁତ୍ର ସେ ମଧ୍ୟ ଇସ୍ରାଏଲରେ ୧୨୦ ବର୍ଷ ପରେ ଶାସନ କଲେ I
|
||
|
||
* ସଦାପ୍ରଭୁ ନାବତ ର ପୁତ୍ର ଜେରୋବୋଆମ୍ କୁ ଏକ ଭବିଷ୍ୟବାଣୀ ଦେଲେ ଯେ ସେ ସଲମନ ପରେ ରାଜା ହେବ ଓ ସେ ଇସ୍ରାଏଲ ର ଦଶ ଜାତି ଉପରେ ରାଜ କରିବ I
|
||
* ଯେତେବେଳେ ସଲମନ ମରି ଗଲେ, ଉତ୍ତରର ଦଶଟି ଇସ୍ରାଏଲ ଜାତି ସଲମନ ର ପୁତ୍ର ରିହୋବୋଆମ ବିରୁଧରେ ଗଲେ ଓ ଜେରୋବୋଆମ କୁ ରାଜା କଲେ ଓ ରିହୋବୋଆମ କୁ ଆଉ ଦୁଇଟି ଦକ୍ଷିଣର, ଜାତି ଯିହୁଦା ଓ ବେନଜାମିନ ଉପରେ ରାଜା କରି ଛାଡ଼ି ଗଲେ I
|
||
* ଜେରୋବୋଆମ୍ ଏକ ଦୁଷ୍ଟ ରାଜାଥିଲେ ଯେ ଇସ୍ରାଏଲ ଲୋକଙ୍କୁ ସଦାପ୍ରଭୁକୁ ପୂଜା କରିବାଠାରୁ ଦୁରେଇ ନେଲେ ଓ ତା ବଦଳରେ ମୂର୍ତ୍ତି ସ୍ଥାପନ କଲେ କି ତାର ପୂଜା କରାଯାଏ I
|
||
|
||
ଇସ୍ରାଏଲ ର ଆଉ ସବୁ ରାଜା ଜେରୋବୋଆମ ର ଉଦାହରଣ ର ଅନୁଗାମୀ ହେଲେ ଓ ତା ପର ମନ୍ଦ ହେଲେ I
|
||
|
||
* ଲଗଭଗ ୧୨୦ ବର୍ଷ ପରେ ଆଉ ଏକ ରାଜା ଜେରୋବୋଆମ ଉତ୍ତର ରାଜ୍ୟ ଇସ୍ରାଏଲରେ ଶାସନ କଲେ I
|
||
|
||
ଏହି ଜେରୋବୋଆମ ରାଜା ଯୋଆସ ର ପୁତ୍ରଥିଲେ ଓ ଇସ୍ରାଏଲ ର ପୂର୍ବର ସମସ୍ତ ରାଜାମାନଙ୍କ ପରି ଦୁଷ୍ଟଥିଲେ I
|
||
|
||
* ଇସ୍ରାଲିୟଙ୍କର ଦୁଷ୍ଟତା ଦେଖିଲେ ମଧ୍ୟ, ପରମେଶ୍ୱର ତାହାଙ୍କ ଉପରେ କରୁଣା କଲେ ଓ ଜେରୋବୋଆମ କୁ ସାହାଯ୍ୟ କଲେ କି ତାହାକୁ ଆଉ ଭୂମି ମେଳୁ ଓ ରାଜ୍ୟ ର କ୍ଷେତ୍ର ର ସୀମା କୁ ବଦାଇଲେ I
|
||
|
||
(ଅନୁବାଦ ପ୍ରସ୍ତାବ: [ନାମର ଅନୁବାଦ](rc://*/ta/man/translate/translate-names))
|
||
|
||
(ଆହୁରି ଦେଖନ୍ତୁ: [ଭଣ୍ଡ ଦେବ](../kt/falsegod.md), [ଇସ୍ରାଏଲ ରାଜ୍ୟ](../names/kingdomofisrael.md), [ଯିହୁଦା](../names/kingdomofjudah.md), [ସଲମନ](../names/solomon.md))
|
||
|
||
## ବାଇବଲ ପଦପର୍ବ:
|
||
|
||
* [୧ ବଂଶାବଳି ୦୫: ୧୬-୧୭](rc://*/tn/help/1ch/05/16)
|
||
* [୧ ରାଜାବଳି ୧୨:୧-୨](rc://*/tn/help/1ki/12/01)
|
||
* [୨ ବଂଶାବଳି ୦୯:୨୯-୩୧](rc://*/tn/help/2ch/09/29)
|
||
* [୧ ରାଜାବଳି ୦୩:୧-୩](rc://*/tn/help/2ki/03/01)
|
||
* [ଆମୋଷ ୦୧:୧-୨](rc://*/tn/help/amo/01/01)
|
||
|
||
## ବାଇବଲ କାହାଣୀ ରୁ ଉଦାହରଣ:
|
||
|
||
* __[୧୮:୦୮](rc://*/tn/help/obs/18/08)__ ଆଉ ଦଶଟି ଜାତି ଯେଉଁମାନେରେହୋବୋଆମ ବିରୁଧରେ ବିଦ୍ରୋହ କଲେ ସେମାନେ ଏକ ବ୍ୟକ୍ତିକୁ ତାହାଙ୍କର ନିଯୁକ୍ତ କଲେ, ତାହାର ନାମ __ଜେରୋବୋଆମ__ଥିଲା I
|
||
* __[୧୮:୦୯](rc://*/tn/help/obs/18/09)__ __ଜେରୋବୋଆମ __ ପରମେଶ୍ୱରଙ୍କ ବିରୁଧରେ ବିଦ୍ରୋହ କଲେ ଓ ଲୋକଙ୍କୁ ପାପ କରାଇଲେ I
|
||
|
||
ସେ ତାର ଲୋକଙ୍କ ନିମନ୍ତେ ପୂଜା କରିବାକୁ ଦୁଇଟି ମୂର୍ତ୍ତି ସ୍ଥାପନ କଲେ ନାକି ସଦାପ୍ରଭୁ କୁ ଯିହୁଦା ରାଜ୍ୟ ର ମନ୍ଦିରରେ ପୂଜା କରିବାକୁ କହିଲା I
|
||
|
||
## ବୋର୍ଡ ଡାଟା :
|
||
|
||
* Strong's: H3379
|