or_tw/bible/names/jehu.md

2.6 KiB
Raw Permalink Blame History

ଜେହୁ

ତଥ୍ୟ:

ପୁରାତନ ନିୟମରେ ଜେହୁ ଦୁଇ ବ୍ୟକ୍ତିର ନାମ ଅଟେ I

  • ହାନାନୀ ର ପୁତ୍ର ଜେହୁ ଏକ ଭବିଷ୍ୟବକ୍ତାଥିଲେ ଯେ ଇସ୍ରାଏଲ ର ରାଜା ର ରାଜୁତି ଓ ଯିହୁଦା ର ରାଜା ଜିହୋଶାଫାତ ସମୟରେଥିଲେ I
  • ଜେହୁ ଯିହୋଶାଫାତ ର ପୁତ୍ର (ବଂଶଧର) ଇସ୍ରାଏଲ ସେନାରେ ସେନାଧ୍ୟକ୍ଷଥିଲେ ଯେ ଏକ ଏଲିଶା ଦ୍ୱାରା ଅଭିଶିକ୍ତ ରାଜା ଅଟନ୍ତି I
  • ରାଜା ଜେହୁ ଦୁଇଟି ମନ୍ଦ ରାଜା କୁ ହତ୍ୟା କରିଥିଲେ, ସେମାନେ ହେଲେ ଇସ୍ରାଏଲ ର ରାଜା ଯୋରାମ ଓ ଯିହୁଦାର ରାଜା ଆହସିୟ ଅଟେI
  • ରାଜା ଜେହୁ, ରାଜା ଆହାବ ର ସମସ୍ତ ଆତ୍ମୀୟ କୁ ହତ୍ୟା କରିଥିଲେ ଓ ମନ୍ଦ ରାଣୀ ଇସାବେଲ କୁ ମଧ୍ୟ ହତ୍ୟା କରିଥିଲେ I
  • ଯେଉ ରାଜା ସମିରଣ ର ସମସ୍ତ ବାଲ ପୂଜା ସ୍ଥାନ ବିନାଶ କଲେ ଓ ସମସ୍ତ ବାଲ ପୂଜାରୀ କୁ ହତ୍ୟା କଲେ I
  • ରାଜା ଜେହୁ କେବଳ ଏକ ସତ୍ୟ ଇଶ୍ୱର ସଦାପ୍ରଭୁକୁ ପୂଜା କଲେ ଓ ଇସ୍ରାଏଲରେ ୨୮ ବର୍ଷଯାଏ ରାଜୁତି କଲେ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଆହୁରି ଦେଖନ୍ତୁ: ଆହାବ, ଆହସିୟ, ବାଲ, ଏଲିଶା, ଯିହୋଶାଫତ, ଜେହୁ, ଇଶାବେଲ, ଯୋରାମ୍, ଯିହୁଦା, ସମିରଣ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3058