or_tw/bible/names/jehoshaphat.md

2.3 KiB
Raw Permalink Blame History

ଯିହୋଶାପଟ

ତଥ୍ୟ:

ଯିହୋଶଆପଟ ନାମ ପୁରାତନ ନିୟମରେ ଜୁଇ ଜଣକର ନାମ ଅଟେ I

  • ଏହି ନାମ ଦ୍ୱାରା ସବୁଠାରୁ ପ୍ରସିଦ୍ଧ ବ୍ୟକ୍ତି ହେଉ ଅଛନ୍ତି ରାଜା ଯିହୋଶାଫତ ଯେ ଯିହୁଦା ପ୍ରଦେଶର ଚତୁର୍ଥ ରାଜା ଅଟନ୍ତି I
  • ସେ ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଶାନ୍ତି ସ୍ଥାପନ କଲେ ଓ ମିଥ୍ୟା ଦେବତାଙ୍କ ବେଦୀ ସବୁ ନାଶ ଅଲେ I
  • ଅନ୍ୟ ଜଣେ ଯିହୋଶାଫାତ ଦାଉଦ ରାଜା ଓ ସଲମନ ରାଜାର ଜଣେ “ଲେଖ୍ୟ”ଥିଲେ

ତାହାଙ୍କ କାର୍ଯ୍ୟ ରାଜାଙ୍କ ନିମନ୍ତେ ହସ୍ତାକ୍ଷର ନିମନ୍ତେ ଦସ୍ତାଭେଜ ଲେଖିବାର କାର୍ଯ୍ୟଥିଲା ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡିକ ଯାହା ରାଜ୍ୟରେ ଘଟିଅଛି, ସେହିବିଷୟଗୁଡିକ ଲେଖ୍ୟ କରି ରଖିବାର କାର୍ଯ୍ୟ ମଧ୍ୟଥିଲା I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ବେଦୀ, ଦାଉଦ, ମିଥ୍ୟା ଦେବତା, ଇସ୍ରାଏଲ, ଜିହୁଡା, ଯାଜକ, ସଲମନ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3092, H3146, G2498