or_tw/bible/names/jehoram.md

2.8 KiB
Raw Permalink Blame History

ଯିହୋରାମ୍, ଯୋରାମ୍

ତଥ୍ୟ:

ଯିହୋରାମ୍ ପୁରାତନ ନିୟମରେ ଦୁଇ ରାଜା କା ନାମ ଅଟେ I ଏହି ଦୁଇ ରାଜା “ଯୋରାମ୍” ନାମରେ ମଧ୍ୟ ଜଣା ଅଟନ୍ତି I

  • ଗୋଟିଏ ରାଜା ଯିହୋରାମ୍ ଆଠ ବର୍ଷଯାଏ ଯିହୁଦା ର ରାଜାଥିଲେ I

ସେ ଯିହୋସାଫତ ରାଜାର ପୁତ୍ରଥିଲେ I ଏ ସେହି ରାଜା ଅଟନ୍ତି ଯେ ଯିହୋରାମ୍ ନାମରେ ପ୍ରସିଦ୍ଧ ଅଟନ୍ତି I

  • ଆଉ ଜଣେ ରାଜା ଯିହୋରାମ୍ ଯେ ଇସ୍ରାଏଲରେ ବର୍ଷ ରାଜୁତି କଲେ I

ସେ ରାଜା ଆହବର ପୁତ୍ରଥିଲେ I

  • ଯିହୋରାମ୍ ରାଜା ଯିହୁଦାରେ ଭବିଷ୍ୟବକ୍ତା ଯିରିମିୟ, ଡାନିଏଲ୍, ଓଡୋଦାୟ ଓ ଯିହଜିକଲ ସମୟରେ ରାଜୁତି କରୁଥିଲେ, ଯେ ତାହାଙ୍କ ସମୟରେ ଯିହୁଦାରେ ଭବିଷ୍ୟବାଣୀ କରିଥିଲେ I
  • ଯିହୋରାମ୍ ରାଜା କିଛି ସମୟ ତାର ପିତା ଯିହୋସାଫତ ରାଜୁତି କରିବା ସମୟରେ ଯିହୁଦାରେ ରାଜୁତି କରୁଥିଲେ I
  • କେତେକ ଅନୁବାଦରେ ଲଗାତର ଇସ୍ରାଏଲ ର ରାଜା ନିମନ୍ତେ “ଯିହୋରାମ୍”ଓ ଯିହୁଦାର ରାଜା ନିମନ୍ତେ “ଯୋରାମ” ବ୍ୟବହାର କରନ୍ତି I
  • ଆଉ ଅଲଗା ପ୍ରକାରେ ସ୍ପଷ୍ଟ ରୂପରେ ଜାଣିବା ନିମନ୍ତେ ଦୁଇ ଜଣକର ପିତାଙ୍କ ନାମ କୁ ଅନ୍ତର୍ଭୁକ୍ତ କରାଯାଇଅଛି I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଆହାବ, ଯିହୋସାଫତ, ଯୋରାମ୍, ଯିହୁଦା, ଇସ୍ରାଏଲ ରାଜ୍ୟ, ଓବୋଦୀୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3088, H3141, G2496