or_tw/bible/names/omri.md

1.3 KiB
Raw Permalink Blame History

ଅମ୍ରି

ଘଟଣାବଳି:

ଅମ୍ରି ଜଣେ ସାମରିକ ସେନାପତିଥିଲେ ଯିଏ ଷଷ୍ଠତମ ଇସ୍ରାଏଲ ରାଜା ହେଲେ

  • ଅମ୍ରି ୧୨ ବର୍ଷ ତିର୍ସା ସହରକୁ ଶାସନ କରିଥିଲେ
  • ତାଙ୍କ ପୂର୍ବରୁ ଇସ୍ରାଏଲର ସମସ୍ତ ରାଜାଙ୍କ ପରି, ଅମ୍ରି ଜଣେ ଦୁଷ୍କର୍ମକାରୀ ରାଜାଥିଲେ ଯିଏକି ଇସ୍ରାଏଲ ଲୋକମାନଙ୍କୁ ଆହୁରି ଅଧିକ ପ୍ରତିମା ପୂଜା କରିବାକୁ ପ୍ରବର୍ତ୍ତାଇଥିଲେ
  • ଅମ୍ରି ରାଜା ଆହବଙ୍କର ପିତାଥିଲେ

(ଅନୁବାଦ ପ୍ରସ୍ତାବ: ନାମ ଗୁଡିକ ଅନୁବାଦ କରିବେ କିପରି)

(ଦେଖ: ଆହବ, ଇସ୍ରାଏଲ, ଯିହୋରାମ, ତିର୍ସା)

ବାଇବଲ ପୃଷ୍ଠଭୂମି:

ବୋର୍ଡ ଡାଟା :

  • Strong's: H6018