or_tw/bible/names/gabriel.md

2.9 KiB
Raw Permalink Blame History

ଗାବ୍ରିଏଲ

ସତ୍ୟ ଘଟଣାବଳୀ:

ଗାବ୍ରିଏଲ ଈଶ୍ଵରଙ୍କ ଦୂତଗଣ ମଧ୍ୟରୁ ଜଣେ ଦୂତ ଅଟେ I ପୁରାତନ ଓ ନୂତନ ନିୟମରେ ତାହାକୁ ଏହି ନାମରେ ଅନେକଥର ଉଲ୍ଲେଖ କରାଯାଇଛି I

  • ଈଶ୍ଵର  ଗାବ୍ରିଏଲ ଦୂତକୁ ଭବିଷ୍ୟ‌ଦ୍‌ବକ୍ତା ଦାନିୟେଲ ନିକଟକୁ ଯେଉଁ ଦର୍ଶନ ସେ ଦେଖିଥିଲେ ତାହାର ଅର୍ଥ କହିବା ନିମନ୍ତେ ପଠାଇଲେ I
  • ଆଉ ଏକ ସମୟରେ, ଯେତେବେଳେ ଦାନିୟେଲ ପ୍ରାର୍ଥନା କରୁଥିଲେ, ଗାବ୍ରିଏଲ ଦୂତ ତାହାଙ୍କ ନିକଟକୁ ଆସିଲେ ଓ ଭବିଷ୍ୟତରେ କଅଣ ହେବ ସେହି ବିଷୟରେ ଭବିଷ୍ୟତବାଣୀ କହିଲେ I ଦାନିୟେଲ ତାହାଙ୍କୁ ଏକ “ମନୁଷ୍ୟ“ରୂପରେ ବ୍ୟାଖ୍ୟା କରନ୍ତି I
  • ନୂତନ ନିୟମରେ, ଏହା ଉଲ୍ଲେଖ ଅଛି ଯେ ଗାବ୍ରିଏଲ ଜିଖରୀୟ ନିକଟକୁ ଆସିଲେ ଓ ଭବିଷ୍ୟତବାଣୀ କରି କହିଲେ ଯେ ତାର ବୃଦ୍ଧା ସ୍ତ୍ରୀଠାରୁ ଏକ ଶିଶୁ ଯୋହନ ଉତ୍ପନ ହେବ I
  • ତହିଁ ଉତାରେ ଛଅ ମାସପରେ, ଗାବ୍ରିଏଲ ମରୀୟମଙ୍କ ନିକଟକୁ ଏହା କହିବାକୁ ପ୍ରେରଣ କରାଗଲା ଯେ ପ୍ରଭୁ ଈଶ୍ଵର  ଆଶ୍ଚର୍ଯ୍ୟ ରୂପରେ ଏକ ପୁତ୍ର ସନ୍ତାନ ଦ୍ୱାରା ଗର୍ଭଧାରଣ କରାଇବେ ଯିଏ “ଈଶ୍ଵରଙ୍କ ପୁତ୍ର” ହେବେ I ଗାବ୍ରିଏଲ ମରୀୟମକୁ ତାହାଙ୍କ ପୁତ୍ରର ନାମ “ଯୀଶୁ” ରଖ ବୋଲି କହିଲେ I

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଦୂତଦାନିୟେଲଏଲିଜାବେଥବାପ୍ତିଜକ ଯୋହନମରୀୟମ ଭବିଷ୍ୟ‌ଦ୍‌ବକ୍ତାଈଶ୍ଵରଙ୍କ ପୁତ୍ରଜିଖରୀୟ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: H1403, G10430