or_tw/bible/names/zechariahnt.md

3.3 KiB
Raw Permalink Blame History

ଜିଖରୀୟ (NT)

ସତ୍ୟ ଘଟଣାବଳୀ:

ନୂତନ ନିୟମରେ, ଜିଖରୀୟ ଜଣେ ଯିହୁଦୀ ଯାଜକଥିଲେ ଯିଏ ବାପ୍ତିଜକ ଯୋହନଙ୍କର ପିତା ଅଟନ୍ତି I

  • ଜିଖରୀୟ ଈଶ୍ଵରଙ୍କୁ ପ୍ରେମ କରୁଥିଲେ ଓ ତାହାଙ୍କର ଆଜ୍ଞାକାରୀ ଥିଲେ I
  • ଅନେକ ବର୍ଷଯାଏ ଜିଖରୀୟ ଓ ତାହାଙ୍କର ପତ୍ନୀ ଏଲୀଶାବେଥ, ସନ୍ତାନ ନିମନ୍ତେ ଉଦ୍ଦୀପନା ସହିତ ପ୍ରାର୍ଥନା କରୁଥିଲେ କିନ୍ତୁ ହେଉ ନଥିଲା I କିନ୍ତୁ ଯେତେବେଳେ ସେମାନେ ଅତି ବୃଦ୍ଧ ଅବସ୍ଥାରେ ଥିଲେ, ଈଶ୍ଵର ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେଲେ ଓ ସେମାନଙ୍କୁ ଏକ ପୁତ୍ର ସନ୍ତାନ ଦେଲେ I
  • ଜିଖରୀୟ ଏହି ଭବିଷ୍ୟବାଣୀ କଲେ କି ତାହାଙ୍କର ପୁତ୍ର ଯୋହନ ଜଣେ ଭବିଷ୍ୟ‌ଦ୍‌ବକ୍ତା ହେବ ଯିଏ ମସୀହଙ୍କ ନିମନ୍ତେ ଘୋଷଣା କରି, ପଥ ପ୍ରସ୍ତୁତ କରିବ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଖ୍ରୀଷ୍ଟଏଲୀଶାବେଥଭବିଷ୍ୟ‌ଦ୍‌ବକ୍ତା: ଆହୁରି ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ  କାହାଣୀରୁ ଉଦାହରଣଗୁଡ଼ିକ:

  • :୧ ଅଚାନକ ଏକ ସ୍ୱର୍ଗଦୂତ ଏକ ସମ୍ୱାଦ ଈଶ୍ଵରଙ୍କଠାରୁ ନେଇ ଏକ ବୃଦ୍ଧ ଯାଜକ ନିକଟରେ ଉପସ୍ଥିତ ହେଲେ ଯାହାର ନାମ ଜିଖରୀୟ ଓ ତାହାର ସ୍ତ୍ରୀ ର ନାମ ଏଲୀଶାବେଥ ଥିଲା, ସେମାନେ ଧର୍ମୀ ଲୋକଥିଲେ, ତାହାଙ୍କର କୌଣସି ସନ୍ତାନ ହେଉ ନଥିଲେ I
  • : ସ୍ୱର୍ଗଦୂତ ଜିଖରୀୟକୁ କହିଲେ,  “ତୁମ୍ଭର ସ୍ତ୍ରୀର ଏକ ପୁତ୍ର ହେବ, ତାହାକୁ ଯୋହନ ନାମ ଦେବ I  “
  • :୩ ଅଚାନକ, ଜିଖରୀୟ କଥା କହି ପାରିଲେ ନାହିଁ I
  • :୭ ତାହାପରେ ଜିଖରୀୟକୁ ପୁଣିଥରେ କଥା କହିବା ନିମନ୍ତେ ଈଶ୍ଵର ଅନୁମତି ଦେଲେ I

ଶବ୍ଦବିନ୍ୟାସ :

  • Strongs: G21970