or_tw/bible/names/elizabeth.md

1.7 KiB
Raw Permalink Blame History

ଏଲୀଶାବେଥ

ସତ୍ୟ ଘଟଣାବଳୀ:

ଏଲୀଶାବେଥ ବାପ୍ତିଜକ ଯୋହନଙ୍କ ମାତା ଥିଲେ I ତାଙ୍କ ସ୍ୱାମୀଙ୍କ ନାମ ଜିଖରୀୟ ଥିଲା I

  • ଜିଖରୀୟ ଏବଂ ଏଲୀଶାବେଥ ବହୁତ ବର୍ଷ ଧରି ନିସନ୍ତାନ ଥିଲେ କିନ୍ତୁ ସେମାନଙ୍କ ଗତ ବୟସରେ ଈଶ୍ଵର ଜିଖରୀୟଙ୍କୁ ପ୍ରତିଜ୍ଞା କଲେ ଯେ ଏଲୀଶାବେଥ ଏକ ସନ୍ତାନ ଜନ୍ମ ଦେବେ I
  • ଈଶ୍ଵର  ତାହାଙ୍କ ପ୍ରତିଜ୍ଞା ରଖିଲେ ଏବଂ ଜିଖରୀୟ ଏବଂ ଏଲୀଶାବେଥ ଜନ୍ମ ଦେବାରେ ସକ୍ଷମ ହେଲେ ଏବଂ ସେ ଏକ ପୁତ୍ରକୁ ଜନ୍ମ ଦେଲେ I ସେମାନେ ସେହି ଶିଶୁକୁ ଯୋହନ ବୋଲି ନାମିତ କଲେ I
  • ଏଲୀଶାବେଥ ଯୀଶୁଙ୍କ ମାତା ମରୀୟମଙ୍କ ସମ୍ପର୍କୀୟ ମଧ୍ୟ ଥିଲେ I

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଯୋହନ(ବାପ୍ତିଜକ), ଜିଖରୀୟ (NT: ଦେଖନ୍ତୁ))

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G16650