or_tw/bible/other/administration.md

3.4 KiB

ପ୍ରଶାସନ, ପ୍ରଶାସକ, ପ୍ରଶାସକଗଣ, ପ୍ରଶାସିତ, ପ୍ରଶାସନ କରିବା

ତଥ୍ୟମାନ:

‘’ପ୍ରଶାସନ’’ ଓ ‘’ପ୍ରଶାସକ ଏହି ଯେଉଁ ପଦମାନ ବ୍ୟବହାର ହୋଇଛି, ତାହା ଦେଶରେ ବସବାସ କରୁଥିବା ପ୍ରତ୍ୟେକମାନବଜାତିର ସାହାଯ୍ୟ ନିମନ୍ତେ ସୂ-ବ୍ୟବସ୍ଥିତ କାର୍ଯ୍ୟନିର୍ୱାହୀ ଓ ଶାସନକୁ ବୁଝାଏ I

  • ଦାନୀୟେଲ ଏବଂ ଅନ୍ୟ ତିନି ଯୁବା ଯିହୁଦୀ ପୁରୁଷମାନେ ବାବିଲନର ନିର୍ଦ୍ଧିଷ୍ଟ ସ୍ଥାନମାନଙ୍କରେ ଶାସକଗଣ ଓ ଅଧିକାରୀୀ ପଦରେ ନିଯୁକ୍ତି ହୋଇଥିଲେ I
  • ନୂତନ ନିୟମରେ, ପ୍ରଶାସନ ଏକ ଆତ୍ମାଙ୍କ ଦାନ ଅଟେ I
  • ଯେଉଁ ବ୍ୟକ୍ତି ପ୍ରଶାସନ କରିବାର ଦାନ ପାଇଅଛନ୍ତି, ସେ ଜନ-ସମାଜକୁ ନେତୃତ୍ତ୍ୱ ଦେବାରେ ଓ ପ୍ରଶାସନ କରିବାରେ ସକ୍ଷମ ତଥା କୋଠାଘରର ଓ ଅନ୍ୟ ସମ୍ପତ୍ତିର ରକ୍ଷଣ କାର୍ଯ୍ୟ ତଦାରଖ କରିବା ପାଇଁ ସକ୍ଷମ ଅଟନ୍ତି I

ଅନୁବାଦ ସୂଚନା:

  • ପ୍ରସଙ୍ଗ ଅନୁସାରେ ବିଭିନ୍ନ ଭାବରେ ଅନୁବାଦ କରାଯାଇପାରେ, ଯେପରି ‘’ପ୍ରଶାସକ’’ କୁ ‘’ରାଜ୍ୟପାଳ’’ କିଅବା ‘’ସଙ୍ଗଠକ’’ କିଅବା ‘’ପରିଚାଳକ’’ କିଅବା ‘’ଶାସକ’’ କିଅବା ‘’ଅଧିକାରୀୀ କ୍ଷମତା’’ ଭାବେ ଅନୁବାଦ କରାଯାଇପାରେ I
  • ‘’ପ୍ରଶାସନ’’ ପଦଟି ‘’ସୂବ୍ୟବସ୍ଥିତ ଶାସନ’’ କିମ୍ୱା ‘’ପରିଚାଳନା-ବର୍ଗ’’ କିମ୍ୱା ‘’ନେତୃତ୍ତ୍ୱ’’ କିମ୍ୱା ‘’ସଙ୍ଗଠିତ ସଂସ୍ଥା’’ ଭାବେ ଅନୁବାଦ କରାଯାଇପାରେ I
  • ’’ପ୍ରକାଶନ ଅଭିବ୍ୟକ୍ତି’’ ପଦଟି ‘’ଭାରପ୍ରାପ୍ତ’’ କିମ୍ୱା ‘’ତତ୍ତ୍ପାବଧାରକ’’ କିମ୍ୱା ‘’ତତ୍ତ୍ୱାବଧାନ’’ ଭାବେ ଅନୁବାଦର ଏକ ଅଂଶ ହୋଇପାରେ I

(ମଧ୍ୟ ଦେଖିପାରିବ: ବାବିଲନ, ଦାନୀୟେଲ, ଉପହାର, ରାଜ୍ୟପାଳ, ହନାନୀୟ, ମିଶାୟେଲ, ଅସରୀୟ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H5532, H5608, H5632, H6213, H7860, G2941