or_tw/bible/names/miriam.md

2.8 KiB
Raw Permalink Blame History

ମିରିୟମ

ତଥ୍ୟ:

ମିରିୟମ ହାରୁଣ ଓ ମୋଶାର ବଡ଼ ଭଉଣୀଥିଲା I

  • ଯେତେବେଳେ ସେ ଯୁବତୀଥିଲେ ମିରିୟମକୁ ଏହି ନିର୍ଦେଶ ଦିଆ ଯାଇଥିଲା କି ତାହାର ଶିଶୁ ଭାଇ ମୋଶା କୁ ଦେଖିବାକୁ ଯେ ଚାଂଗୁଡିରେ ନୀଳ ନଦୀର ଘାସରେ ରଖା ଯାଇଥିଲା I

ଯେତେବେଳେ ଫାର ର କନ୍ୟା ଶିଶୁ କୁ ଦେଖିଲା ଓ ଚାହିଁଲା କି କିଏ ତାର ଯତ୍ନ ନିଅନ୍ତୁ, ମିରିୟମ ତାହାର ମାଁ କୁ ଆଣିଲା ଏହି କାମ କରିବା ନିମନ୍ତେ I

  • ମିରିୟମ ଇସ୍ରାଏଲ ଲୋକଙ୍କୁ ନୃତ୍ୟ ଓ ଧନ୍ୟବାଦରେ ନେତୃତ୍ୱ କରିଥିଲା ଯେତେବେଳେ ସେମାନେ ମିସରରୁ ଉଦ୍ଧାର ପ୍ରାପ୍ତ କଲେ ଓ ସୁଫ ସାଗର ପାର ହେଲେ I
  • ବହୁ ବର୍ଷ ପରେ ଯେତେବେଳେ ଇସ୍ରାଏଲ ଲୋକମାନେ ମରୁଭୂମିରେ ଭ୍ରମଣ କରୁଥିଲେ ମିରିୟମ ଓ ହାରୁଣ ମୋଶା ବିରୁଦ୍ଧରେ କହିଲେ କାରଣ ସେ ଏକ କୁସିୟ ସ୍ତ୍ରୀ କୁ ବିବାହ କରିଥିଲା I
  • ତାହାର ମୋଶା ବିରୁଧରେ ବିଦ୍ରୋହରେ କହିବା ହେତୁ, ପରମେଶ୍ୱର ମିରିୟମ କୁ କୁଷ୍ଠ ରୋଗରେ ଆକ୍ରାନ୍ତ କଲେ I

କିନ୍ତୁ ପରେ ମୋଶା ଯେତେବେଳେ ମିରିୟମ ପାଇଁ ପ୍ରାର୍ଥନା କଲେ ପ୍ରଭୁ ତାହାକୁ ସୁସ୍ଥ କଲେ I

(ଅନୁବାଦ ପ୍ରସ୍ତାବ:ନାମର ଅନୁବାଦ)

(ଆହୁରି ଦେଖନ୍ତୁ: ହାରଣ, କୁଶ, ମଧ୍ୟସ୍ଥିତ ପ୍ରାର୍ଥନା, ମୋଶା, ନୀଳ, ଫାର, ବିଦ୍ରୋହ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4813