or_tw/bible/names/nileriver.md

3.3 KiB

ନୀଳ ନଦୀ, ମିସରର ନଦୀ, ନୀଳ

ଘଟଣାବଳି:

ଆଫ୍ରିକା ଦକ୍ଷିଣ ପଶ୍ଚିମ କୁ ଓସାରିଆ ଏବଂ ଲମ୍ବା ନଦୀ ହେଉଛି ନୀଳ ଏହା ମିସର ର ମୁଖ୍ୟ ନଦୀ ଭାବେ ଜଣାଶୁଣା

  • ନୀଳ ନଦୀ ମିସର ଦେଇ ଦକ୍ଷିଣ ଏବଂ ଭୁମଧ୍ୟ ସାଗରକୁ ପ୍ରବାହିତ ହେଉଛି
  • ନୀଳ ନଦୀର ଉଭୟ ପାର୍ଶ୍ୱରେ ଥିବା ଉର୍ବର ଜମିରେ ଉତ୍ତମ କୃଷି ହୁଏ
  • ଅଧିକାଂଶ ମିସରିୟମାନେ ନୀଳ ନଦୀ ଉପକୁଳରେ ବାସ କରିବାକୁ ପସନ୍ଦ କରନ୍ତି ଯେହେତୁ କୃଷି ନିମନ୍ତେ ଜଳରାଶି ପାଇଁ ଉତ୍ତମ ଉତ୍ସ
  • ଇସ୍ରାଏଲ ସନ୍ତାନଗଣ ଗୋଶନରେ ବାସ କରୁଥିଲେ ଯାହା ଅତି ଉର୍ବର କାରଣ ଏହିସ୍ଥାନ ନୀଳ ନଦୀ ନିକଟରେ ଅବସ୍ଥିତ
  • ଯେଉଁ ସମୟରେ ମୋଶା ଶିଶୁଥିଲେ, ଫାରୋଙ୍କ ଲୋକମାନଙ୍କଠାରୁ ରକ୍ଷା ପାଇବା ପାଇଁ ତାହାର ପିତାମାତା ନୀଳ ନଦୀରେ ଲୁଚାଇ ଭସାଇ ଦେଲେ

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ର ଅନୁବାଦ)

(ଦେଖ: ମିସର, ଗୋଶନ, ମୋଶା)

ବାଇବଲ ପୃଷ୍ଠଭୂମି:

ବାଇବଲ କାହାଣୀରୁ ଉଦାହରଣ:

  • _ ୦୮:୦୪_ ମିସର ବୃହତ୍ତ, ଶକ୍ତିଶାଳୀ ଦେଶ ଅବସ୍ଥିତ _ନୀଳ ନଦୀ _
  • _ ୦୯:୦୪_ଫାରୋ ଦେଖିଲେ ଯେ ଇସ୍ରାଏଲ ସନ୍ତାନଗଣଙ୍କର ବହୁତ ଛୁଆ ପିଲା ହେଉଥିଲା, ଏଣୁ ସେ ତାଙ୍କର ଲୋକମାନଙ୍କୁ ଆଦେଶ ଦେଲେ ଯେ ସମସ୍ତ ଇସ୍ରାଏଲର ପୁରୁଷ ସନ୍ତାନମାନଙ୍କୁ ବଧ କରି _ନୀଳ ନଦୀ_ରେ ଫିଙ୍ଗି ଦେବ
  • _ ୦୯:୦୬_ ଏଣୁ ପୁରୁଷ ସନ୍ତାନର ପିତାମାତା ଲୁଚାଇ ରଖି ପାରିଲେ ନାହିଁ, ସେମାନେ ତାକୁ ଭାସମାନ ବୋଝରେ ପୁରାଇ ନାଳ କଡେ କଡେ ନୀଳ ନଦୀ ଯେପରି ବଧ କରିବାରୁ ରକ୍ଷା କରିପାରିବେ
  • _ ୧୦:୦୩_ ପରମେଶ୍ୱର _ନୀଳ ନଦୀ_କୁ ଲୋହିତ ବର୍ଣ୍ଣରେ ପରିଣତ କଲେ, କିନ୍ତୁ ଫାରୋ ତଥାପି ଇସ୍ରାଏଲ ଲୋକମାନଙ୍କୁ ଛାଡିବା ପାଇଁ ନାରାଜ

ବୋର୍ଡ ଡାଟା :

  • Strong's: H2975, H4714, H5104