or_tw/bible/names/goshen.md

2.0 KiB
Raw Permalink Blame History

ଗୋଶନ୍

ସଂଜ୍ଞା:

ଗୋଶନ ଏକ ଉର୍ବର ଭୂମି ର ଅଞ୍ଚଳ ଯାହା ମିସରର ଉତ୍ତର ଭାଗରେ ନୀଳ ନଦୀ ପାଖରେ ଅବସ୍ଥିତ ଅଟେ I ଯେତେବେଳେ ଯୋଶେଫ ମିସରର ଶାସକଥିଲେ, ତାର ପିତା, ଭାଇମାନେ ଓ ସମସ୍ତ ପରିବାର କିଣାନର ଦୁର୍ଭିକ୍ଷ ରୁ ବଞ୍ଚିବାନିମନ୍ତେ ଗୋଶନରେ ବସ ବାସ କଲେ I

  • ସେମାନେ ଓ ତାହାଙ୍କ ବଂଶଧର ୪୦୦ ବର୍ଷ ଉତ୍ତମ ରୂପରେ ଗୋଶନ ପ୍ରଦେଶରେ ବାସ କଲେ, କିନ୍ତୁ ପରେ ସେମାନେ ବଳ ପୂର୍ବକ ମିସରୀୟ ଫାର ଦ୍ୱାରା କ୍ରୀତଦାସ କରା ଗଲେ I
  • ଶେଷରେ ପ୍ରଭୁ ମୋଶାଙ୍କୁ ପଠାଇଲେ କି ଇସ୍ରାଏଲ ଲୋକଙ୍କୁ ଗୋଶନ ପ୍ରଦେଶ ରୁ ବାହାର କରି ଆଣିବା ନିମନ୍ତେ କ୍ରୀତଦାସ ରୁ ମୁକ୍ତ କରିବା ନିମନ୍ତେ ସାହାଯ୍ୟ କଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ମିସର, ଦୁର୍ଭିକ୍ଷ, ମୋଶା, ନୀଳ ନଦୀ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H1657