or_tw/bible/kt/intercede.md

3.4 KiB
Raw Permalink Blame History

ମଧ୍ୟସ୍ଥତା, ମଧ୍ୟସ୍ଠତା କରନ୍ତି, ମଧ୍ୟସ୍ଠତା ପ୍ରାର୍ଥନା

ସଂଜ୍ଞା:

“ମଧ୍ୟସ୍ଥତା “ଓ “ମଧ୍ୟସ୍ଥତା ପ୍ରାର୍ଥନା “ଶବ୍ଦ ଏକ ବ୍ୟକ୍ତି କୁ ଆଉ ଏକ ବ୍ୟକ୍ତି ନିମନ୍ତେ ଅନୁରୋଧ କରିବା କୁ ଦର୍ଶାଏ I ବାଇବଲରେ ସାଧାରଣତଃ ଅନ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଦର୍ଶାଏ I

  • ଅଭିବ୍ୟକ୍ତି “ମଧ୍ୟସ୍ଥତା ପ୍ରାର୍ଥନା କରିବା’ ଓ କାହା ପାଇଁ ମଧ୍ୟସ୍ଥତା “ଏହି ଦୁଇ ଶବ୍ଦ ର ଅର୍ଥ ଅନ୍ୟ ଲୋକଙ୍କ ଲାଭ ନିମନ୍ତେ ପରମେଶ୍ୱରଙ୍କୁ ଅନୁରୋଧ କରିବା I
  • ବାଇବଲ ଆମକୁ ଶିକ୍ଷା ଦିଏ କି ପବିତ୍ର ଆତ୍ମା ଆମ ପାଇଁ ମଧ୍ୟସ୍ଥତା କରନ୍ତି, ତାହା ହେଲା ସେ ପରମେଶ୍ୱରଙ୍କୁ ଆମ ନିମନ୍ତେ ପ୍ରାର୍ଥନା କରନ୍ତି I
  • ଏକ ବ୍ୟକ୍ତି ଆଉ ଏକ ବ୍ୟକ୍ତି ନିମନ୍ତେ ମଧ୍ୟସ୍ଠତା କରିବା ହେଉଛି ତାଙ୍କ ନିମନ୍ତେ ଯେ ପଦାଧିକାରୀ ଅଛି ତାହାଙ୍କୁ ଅନୁରୋଧ କରିବା I

ଅନୁବାଦ ପ୍ରସ୍ତାବ “

  • “ମଧ୍ୟସ୍ଥତା” କୁ ଅଲଗା ପ୍ରକାର ଅନୁବାଦ କଲେ ତାହା “କାହା ନିମନ୍ତେ ଓକିଲାତି କରିବା “କିଅବା “କାହାକୁ ପ୍ରବଳ ଭାବରେ ଆଉ କାହା ନିମନ୍ତେ ବାଧ୍ୟ କରାଇବା “ହୁଏ I
  • “ମଧ୍ୟସ୍ଥ ପ୍ରାର୍ଥନା କରିବା” କୁ “ଦୃଷ୍ଟି ଆକର୍ଷଣ କରିବା” କିଅବା “ଅନୁରୋଧ” କିଅବା “ବାଧ୍ୟ ପ୍ରାର୍ଥନା “ରୂପରେ ଅନୁବାଦ କରାଯାଏ I
  • ବାକ୍ୟାଂଶ “ମଧ୍ୟସ୍ଥତା କରିବା” କୁ “କାହାର ଲାଭ ନିମନ୍ତେ ଅନୁରୋଧ କରିବା” କିଅବା “କାହା ତରଫରୁ ଓକିଲାତି କରିବା” କିଅବା “ସାହାଯ୍ୟ ନିମନ୍ତେ ପରମେଶ୍ୱରଙ୍କୁ ପଚାରିବା “କିଅବା “ପରମେଶ୍ୱରଙ୍କୁ କାହା ପାଇଁ ଓକିଲାତି କରିବା କି ପ୍ରଭୁ ତାହାକୁ ଆଶୀର୍ବାଦ କରନ୍ତୁ “ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ପ୍ରାର୍ଥନା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6293, G1783, G1793, G5241