or_tw/bible/names/ashkelon.md

2.1 KiB
Raw Permalink Blame History

ଅସ୍କିଲୋନ

ତଥ୍ୟମାନ:

ବାଇବଲ ସମୟରେ, ଅସ୍କିଲୋନୀୟ ପଲେଷ୍ଟୀୟର ଏକ ମୂଖ୍ୟ ନଗର, ଯାହା ଭୂମଧ୍ୟ-ସାଗର ଉପକୂଳରେ ଅବସ୍ଥିତଥିଲା I ଏହା ଆଜି ମଧ୍ୟ ଇସ୍ରାଏଲରେ ଅଛି I

  • ଅସ୍କିଲୋନୀୟ, ପଲେଷ୍ଟୀୟର ପାଞ୍ଚଟି ପ୍ରଧାନ ନଗର ମଧ୍ୟରୁ ଗୋଟିଏଥିଲା, ଅସ୍‌ଦୋଦ, ଈକ୍ରୋଣୀୟ, ଗାଥ, ଏବଂ ଘସା ସହ I
  • ଇଶ୍ରାଏଲୀୟମାନେ ସମ୍ପୂର୍ଣଭାବରେ ଅସ୍କିଲୋନର ଲୋକମାନଙ୍କୁ ପରାସ୍ତ କରି ନଥିଲା, ଯଦ୍ୟପି ଯିହୁଦା ଦେଶର ପାହାଡିଆ ଅଞ୍ଚଳକୁ ଦଖଲ କରିଥିଲା I
  • ଅସ୍କିଲୋନ ପଲେଷ୍ଟୀୟମାନଙ୍କ ଦ୍ୱାରା ଶହେ ବର୍ଷ ପର୍ଯ୍ୟନ୍ତ ଦାଖଲ କରାଯାଇଥିଲା I

(ଅନୁବାଦର ପ୍ରସ୍ତାବିତ ବିଷୟମାନ: ନାମଗୁଡ଼ିକର ଅନୁବାଦ)

(ମଧ୍ୟ ଦେଖିପାରିବା: ଅସ୍‌ଦୋଦ, କିଣାନ, ଗାଥ, ଘସା, ପଲେଷ୍ଟୀୟ, ଭୂମଧ୍ୟ-ସାଗର)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H831