or_tw/bible/names/gath.md

2.2 KiB
Raw Permalink Blame History

ଗାଥ, ଗାଥିୟ, ସକଳ ଗାଥିୟ

ତଥ୍ୟ:

ଗାଥ ପଲେଷ୍ଟିୟ ପାଞ୍ଚଟି ମୁଖ୍ୟ ସହର ମଧ୍ୟରୁ ଗୋଏ ଅଟେ I ଏହା ଇକ୍ରୋଣ୍ ର ଉତ୍ତରରେ ଓ ଅଶଦୋଦ ଓ ଆଶକେଲନ ର ପୂର୍ବରେ ଅବସ୍ତିତ ଅଟେ I

  • ପଲେଷ୍ଟିୟ ଯୋଦ୍ଧା ଗୋଲିଆଥ ଗାଥ ସହରରୁ ଅଟେ I
  • ଶାମୁଏଲଙ୍କ ସମୟରେ, ପଲେଷ୍ଟିୟ ଲୋକମାନେ ଚୁକ୍ତି ସିଂଦୁକ ଇସ୍ରାଏଲଠାରୁ ଚୋରି କରି ନେଇ ଯାଇଥିଲେ ଓ ତାହାଙ୍କ ବିଜାତିୟ ମନ୍ଦିର ଅଶଦୋଦ ପାଖକୁ ନେଇ ଗଲେ I

ତା ପରେ ଗାଥ ସହରକୁ ଓ ଶେଷରେ ଇକ୍ରୋଣ ସହରକୁ I କିନ୍ତୁ ପରମେଶ୍ୱର ସେହି ନଗର ସକଳକୁ ରୋଗରେ ଦଣ୍ଡିତ କଲେ, ତେଣୁ ସେମାନେ ତାହା ଇସ୍ରାଏଲକୁ ଫେରାଇ ଦେଲେ I

  • ଯେତେବେଳେ ଦାଉଦ ଶାଉଲଙ୍କଠାରୁ ମୁକ୍ତି ପାଇବା ନିମନ୍ତେ, ଗାଥ ସହରକୁ ପଳାୟନ କରି ତାହାଙ୍କ ଦୁଇ ସ୍ତ୍ରୀ ଓ ଛ ଶହ ତାହାଙ୍କ ରାଜକୀୟ ଅନୁଗାମୀ ସହିତ ଯାଇ ସେହିଠାରେ ରହିଲେ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ କରିବା)

(ଆହୁରି ଦେଖନ୍ତୁ: ଆସକେଲନ, ଇକ୍ରୋଣ, ଗାଜା, ଗୋଲିଆଥ, ପଲେଷ୍ଟିୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1661, H1663