or_tw/bible/names/ashdod.md

2.4 KiB

ଅସ୍‌ଦୋଦସ, ଅଷ୍-ଦୋଦ୍

ତଥ୍ୟମାନ:

ଅସ୍‌ଦୋଦସ ପଲେଷ୍ଟୀୟର ପାଞ୍ଚଟି ଅତି ଗୁରୁତ୍ତ୍ୱପୂର୍ଣ୍ଣ ନଗର ମଧ୍ୟରେ ଗୋଟିଏଥିଲା I ଏହା ଭୁମଧ୍ୟସାଗରର ନିକଟବର୍ତ୍ତୀ ଦକ୍ଷିଣ-ପଶ୍ଚିମ କିଣାନରେ ଅବସ୍ଥିତ ଥିବା ଘଷା ଏବଂ ଯାଫ ନଗର ମଧ୍ୟରେଥିଲା I

  • ପଲେଷ୍ଟୀୟମାନଙ୍କ ମନ୍ଦିରରେ ଭ୍ରାନ୍ତ ଦେବତା ଦାଗନ୍ ଅଷ୍-ଦୋଦ୍ ଅବସ୍ଥିତଥିଲା I
  • ଯେତେବେଳେ ପଲେଷ୍ଟୀୟମାନେ ନୀୟମ ସିନ୍ଦୁକ ଚୋରୀ କରି ଅଷ୍-ଦୋଦ୍‌ର ବିଜାତୀ ମନ୍ଦିରରେ ରଖିଲେ, ସେତେବେଳେ ପରମେଶ୍ୱର ଅଷ୍-ଦୋଦ୍ ଲୋକମାନଙ୍କୁ କଠୋର ଦଣ୍ଡ ଦେଲେ I
  • ଏହି ସହର ନିମନ୍ତେ ଗ୍ରୀକ୍ ନାମ ଅସ୍‌ଦୋଦସଥିଲା I

ଏହା ଅନେକ ନଗରମାନଙ୍କ ମଧ୍ୟରେ ଗୋଟିଏ ନଗର, ଯେଉଁଠାରେ ସୁସମାଚାର ପ୍ରଚାରକ ଫିଲିପ୍ଫ ସୁସମାଚାର ପ୍ରଚାର କରିଥିଲେ I

(ଅନୁବାଦର ପ୍ରସ୍ତାବିତ ବିଷୟମାନ: ନାମଗୁଡ଼ିକର ଅନୁବାଦ କିପରି କରାଯାଏ)

(ମଧ୍ୟ ଦେଖିପାରିବା: ଇକ୍ରୋଣ, ଗାଥ, ଘସା, ଯାଫ, ଫିଲିପ୍ଫ, ଫିଲିପ୍ଫୀୟ)

ବାଇବଲ ପଦ ପର୍ୱ:

{{ଟ୍ୟାଗ୍>କେଟିଲିଙ୍କର ପ୍ରକାଶ}

ବୋର୍ଡ ଡାଟା :

  • Strong's: H795, G108