or_tw/bible/names/joppa.md

1.9 KiB

ଯାଫୋ

ସତ୍ୟ ଘଟଣାବଳି:

ବାଇବେଲ ସମୟରେ, ଯାଫୋ ସହର ଶାରୋଣର ସମସ୍ତ ତଳିଭୂମି ଦକ୍ଷିଣରେ ଥିବା ଭୂମଧ୍ୟସାଗରରେ ଅବସ୍ଥିତ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ସାମୁଦ୍ରିକ ବନ୍ଦର ଥିଲା I

  • ଯାଫୋର ପ୍ରାଚୀନ ସ୍ଥାନ ବର୍ତ୍ତମାନର ଜାଫା ସହରରେ ଅବସ୍ଥିତ ଥିଲା, ଯାହା ବର୍ତ୍ତମାନ ତେଲ୍ ଅଭିବ୍ ସହରରେ ଅନ୍ତର୍ଭୁକ୍ତ ଅଟେ I
  • ପୁରାତନ ନିୟମରେ, ଯାଫୋ ସେହି ସହର ଥିଲା ଯେଉଁଠାରେ ଯୂନସ ତର୍ଶୀଶକୁ ଯାଉଥିବା ଏକ ଜାହଜରେ ଚଢ଼ିଥିଲେ I
  • ନୂତନ ନିୟମରେ ଟାବୀଥା ନାମକ ଜଣେ ଖ୍ରୀଷ୍ଟିୟାନ ଶିଷ୍ୟା ଥିଲେ ଯିଏ ଯାଫୋଠାରେ ମୃତ୍ୟୁ ବରଣ କରିଥିଲେ ଏବଂ ପିତର ତାଙ୍କୁ ପୁନରୁତ୍ଥାନ କରିଥିଲେ I

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରାଯିବ)

( ସମୁଦ୍ରଯିରୂଶାଲମ, ଶାରୋଣ, ତର୍ଶୀଶ  ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H3305, G2445