or_tw/bible/names/ekron.md

2.5 KiB
Raw Permalink Blame History

ଇକ୍ରୋଣ, ଇକ୍ରୋଣୀୟମାନେ

ସୂଚନା:

ଇକ୍ରୋଣ ପଲେଷ୍ଟାଇନର ଏକ ବୃହତ ସହରଥିଲା ଯାହା ଭୂମଧ୍ୟସାଗରରୁ ନଅ ମାଇଲ୍ ଦୁରରେ ଅବସ୍ଥିତଥିଲା I

  • ଇକ୍ରୋଣରେ ବାଲ ଜେବୁବ୍ ଦେବତାର ମନ୍ଦିରଥିଲା I
  • ପଲେଷ୍ଟୀୟମାନେ ଯେତେବେଳେ ନୀୟମ ସିନ୍ଧୁକ ନେଲେ, ସେମାନେ ସେହି ସିନ୍ଧୁକକୁ ଅସ୍ ଦୋଦକୁ ନେଇ ଏବଂ ଗାଥ ଏବଂ ଇକ୍ରୋଣ ମଧ୍ୟ ପ୍ରେରଣ କଲେ କାରଣ ଇଶ୍ୱର ସେମାନଙ୍କୁ ଅସୁସ୍ଥ କଲେ ଏବଂ ମଧ୍ୟ ସଂହାର କଲେ ଯେଉଁ ଯେଉଁ ଆଡେ ସିନ୍ଧୁକକୁ ନିଆଗଲା I

ଶେଷରେ ପଲେଷ୍ଟୀୟମାନେ ସେହି ନୀୟମ ସିନ୍ଧୁକ ଇସ୍ରାଏଲକୁ ପଠାଇଲେ I

  • ଅହାଜୀୟ ରାଜା ଯେତେବେଳେ ଗୃହର ଛାତ ଉପରୁ ପଡିଲେ ଏବଂ ନିଜେ କ୍ଷତ ହେଲେ ଏବଂ ଇକ୍ରୋଣରେ ବାଲ ଜେବୁବ୍ ଦେବତାଠାରୁ ସେ ଜାଣିବା ପାଇଁ ଚେଷ୍ଟା କଲେ କି ଯେ ସେ ସେହି କ୍ଷତରୁ ମରିବେ କି ନାହିଁ I

ପାପ ହେତୁ, ସଦାପ୍ରଭୁ କହିଲେ ସେ ନିତାନ୍ତ ମରିଵ I

(ଭାଷାନ୍ତର ନିମନ୍ତେ ପ୍ରସ୍ତାବନା:ନାମ ଗୁଡ଼ିକ ଭାଷାନ୍ତର କର)

(ମଧ୍ୟ ଦେଖନ୍ତୁ:ଅହାଯିଆ,ନୀୟମ ସିନ୍ଧୁକ,ଆସାଦୋଦ, ବେଲଯେବୁଲ୍,ମିଥ୍ୟା ଦେବତା,ଗାଥ, ପଲେଷ୍ଟୀୟମାନେ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6138, H6139