or_tw/bible/names/beelzebul.md

1.6 KiB
Raw Permalink Blame History

ବାଲ୍‌ଜିବୂଲ୍

ସତ୍ୟ ଘଟଣାବଳୀ:

ବାଲ୍‌ଜିବୂଲ୍ ଶୟତାନର ଅନ୍ୟ ନାମ ଅଟେ ׀ ଏହାକୁ ବେଳେବେଳେ ବିଲ୍‌ଜିବୂଲ୍ ବୋଲି ମଧ୍ୟ ଉଚ୍ଚାରଣ କରାଯାଏ ׀

  • ଏହାର ଆକ୍ଷରିକ ଅର୍ଥ “ମାଛିମାନଙ୍କ ଦେବତା” ଅଟେ ଯାହାର ଅର୍ଥ “ଭୂତଗଣର ଶାସକ” ׀ କିନ୍ତୁ ଏହାର୍ ଅର୍ଥକୁ ଅନୁବାଦ ନ କରି ପ୍ରକୃତ ଆକ୍ଷରିକ ଶବ୍ଦାନୁଯାୟୀ ଅନୁବାଦ କରିବା ଉତ୍ତମ ଅଟେ ׀
  • “ବାଲ୍‌ଜିବୂଲ୍ ଶୟତାନ” ବୋଲି ଏହାକୁ  ସ୍ପଷ୍ଚ ରୂପେ ଅନୁବାଦ କରାଯାଇପାରେ ׀
  • ଏହି ନାମ ମିଥ୍ୟାଦେବତା ଇକ୍ରୋଣର “ବାଲ୍‌-ଜିବୂଲ୍” ନାମ ସହ ସମ୍ପର୍କିତ ଅଟେ  ׀

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଭୂତଇକ୍ରୋଣଶୟତାନ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G09540