or_tw/bible/names/gaza.md

2.5 KiB
Raw Permalink Blame History

ଗାଜା:

ତଥ୍ୟ:

ବାଇବଲ ସମୟରେ, ଗାଜା ଏକ ସମୃଦ୍ଧିଶାଳୀ ପଲେଷ୍ଟିୟ ସହର ଭୁମଧ୍ୟ ସାଗର ତଟରେ ଅବସ୍ତିତଥିଲା, ଆସଦୋଡ଼ ସହରର ଦକ୍ଷିଣ ଭାଗରେ ୩୮ କିଲୋମିଟର ଦୁରରେଥିଲା I ଏହା ପଲେଷ୍ଟିୟ ପାଞ୍ଚଟି ମୁଖ୍ୟ ସହର ମଧ୍ୟରୁ ଗୋଟିଏ ସହର ଅଟେ I

  • ଏହାର ଅବସ୍ଥିତି କାରଣୁ, ଗାଜା ଏକ ମୁଖ୍ୟ ସମୁଦ୍ର ବନ୍ଦର ସହର ଅଟେ ଯେଉଁଠାରେ ବ୍ୟବସାୟ ଗତିବିଧି ଅନେକ ଜନ ସମୁହ ଓ ଜାତି ମଧ୍ୟରେ ହୁଏ I
  • ଆଜି ମଧ୍ୟ ଗାଜା ଏକ ମହତ୍‌ୱପୂର୍ଣ୍ଣ ସମୁଦ୍ର ବନ୍ଦର ସହର ଅଟେ, ଏହା ଏକ ଅଞ୍ଚଳ ଭୁମଧ୍ୟ ସାଗର ତଟରେ ଅବସ୍ଥିତ ଅଟେ ଓ ଯାହାର ସୀମା ଇସ୍ରାଏଲର ଉତ୍ତର ପୂର୍ବରେ ଓ ମିସର ଦକ୍ଷିଣରେ ଅଛି I
  • ଗାଜା ସେହି ସହର ଯେଉଠାକୁ ପଲେଷ୍ଟିୟ ଲୋକମାନେ ଶାମ୍‌ଶୋନ୍‌ କୁ ଧରିବା ପରେ ନେଇ କି ଯାଇଥିଲେ I
  • ପ୍ରଚାରକ ଫିଲିପ ଗାଜାକୁ ମରୁସ୍ଥଳ ରାସ୍ତାରେ ଯେତେବେଳେ ଚାଲି ଯାଉଥିଲେ ତେବେ ସେ ଇଥିଓପିୟ ନପୁଂସକ ସହ ମିସିଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଇପାରେ)

(ଆହୁରି ଦେଖନ୍ତୁ: ଆଶଦୋଦ, ଫିଲିପ, ପଲେଷ୍ଟିୟ, ଇଥିଓପିୟା, ଗାଥ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H5804, H5841, G1048