or_tw/bible/names/tubal.md

1.6 KiB

ତୂବଲ

ତଥ୍ୟଗୁଡିକ:

ପୁରାତନ ନିୟମରେ ଅନେକ ଲୋକମାନଙ୍କର ନାମ “ତୂବଲ”ଥିଲା I

  • ଯେଫତଙ୍କର ଅନ୍ୟତମ ପୁତ୍ରଙ୍କର ନାମ “ତୂବଲ”ଥିଲା I
  • “ତୂବଲ କୟିନ”ନାମକ ଜଣେ ବ୍ୟକ୍ତି ଲେମକଙ୍କର ପୁତ୍ରଥିଲେ ଏବଂ ସେ କୟିନଙ୍କ ବଂଶଧରଥିଲେ I
  • “ତୂବଲ” ଏକ ଲୋକ ଦଳର ନାମଥିଲା ଯାହା ଯିଶାଇୟ ଏବଂ ଯିହିଜିକଲ ଭବିଷ୍ୟତବକ୍ତାମାନଙ୍କ ପୁସ୍ତକଗୁଡିକରେ ଉଲ୍ଲେଖ କରାଯାଇଛି I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: ନାମଗୁଡିକ କିପରି ଅନୁବାଦ କରିବା)

(ଆହୁରି ମଧ୍ୟ ଦେଖ: କୟିନ, ବଂଶଧର, ଯିହିଜିକଲ, ଯିଶାଇୟ, ଯେଫତ୍, ଲେମକ, ଲୋକଦଳ, ଭବିଷ୍ୟତବକ୍ତା)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H8422, H8423