or_tw/bible/names/lamech.md

1.3 KiB
Raw Permalink Blame History

ଲେମକ

ସତ୍ୟ ଘଟଣାବଳୀ:

ଆଦିପୁସ୍ତକରେ ଲେମକ ନାମକ ଦୁଇ ବ୍ୟକ୍ତିର ନାମ ଉଲ୍ଲେଖ ଅଛି I

  • ପ୍ରଥମ ଲେମକ କୟିନର ବଂଶଧର ଅଟେ I ସେ ଜଣେ ବ୍ୟକ୍ତିକୁ ଆଘାତ ଦେଇ ହତ୍ୟା କରିଛି ବୋଲି ସେ ତାର ଦୁଇ ପତ୍ନୀ ନିକଟରେ ଗର୍ବ କରିଥିଲା I
  • ଦ୍ୱିତୀୟ ଲେମକ ଶେଥର ବଂଶଧର ଅଟେ I ଯେ ନୋହର ପିତା ମଧ୍ୟ ଥିଲା I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(କୟିନନୋହଶେଥ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: H3929, G29840